ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଆରବିଆଇର ବଡ ନିଷ୍ପତ୍ତି, ଏବେ ATMରୁ ବାହାରିବ ୧୦୦-୨୦୦ ଟଙ୍କିଆ ନୋଟ୍‌

Published By : Prameya | April 29, 2025 2:44 PM

ନୂଆଦିଲ୍ଲୀ ୨୯/୦୪: ପ୍ରାୟତଃ ଯେତେବେଳେ ଆମେ ATMରୁ ଟଙ୍କା ଉଠାଇବାକୁ ଯାଉ, ଆମକୁ ୧୦୦ କିମ୍ବା ୨୦୦ ଟଙ୍କାର ନୋଟ୍ ମିଳେ ନାହିଁ। କିନ୍ତୁ ଏବେ ଏ ଏହି ସମସ୍ୟାର ଅନ୍ତ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବ୍ୟାଙ୍କ ଏବଂ ହ୍ୱାଇଟ୍ ଲେବଲ ATM ଅପରେଟରମାନଙ୍କୁ ସେମାନଙ୍କ ATMରେ ୧୦୦ ଏବଂ ୨୦୦ ଟଙ୍କା ନୋଟର ଉପଲବ୍ଧତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ଅର୍ଥାତ୍‌ ଆଗାମୀ ଦିନରେ, ଆପଣ ୫୦୦ ଟଙ୍କାର ନୋଟ୍ ବଦଳରେ ସହଜରେ ଛୋଟ ନୋଟ୍ ପାଇପାରିବେ।

ଆରବିଆଇ ତାର ସର୍କୁଲାରରେ କହିଛି ଯେ ସାଧାରଣ ଜନତାଙ୍କୁ ୧୦୦ ଟଙ୍କା ଏବଂ ୨୦୦ ଟଙ୍କା ନୋଟର ପର୍ଯ୍ୟାପ୍ତ ଉପଲବ୍ଧତା ଯୋଗାଇବା ପାଇଁ ବ୍ୟାଙ୍କ ଏବଂ ହ୍ୱାଇଟ୍ ଲେବଲ୍ ଏଟିଏମ୍ (ଡବ୍ଲୁଏଲଏ) ଅପରେଟରମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ। ଏହା ଅଧୀନରେ, ସେପ୍ଟେମ୍ବର ୩୦, ସୁଦ୍ଧା, ଦେଶର ୭୫% ଏଟିଏମ୍‌ରେ ଅତି କମରେ ଗୋଟିଏ କ୍ୟାସେଟ୍ ରୁ ୧୦୦ କିମ୍ବା ୨୦୦ ଟଙ୍କା ନୋଟ୍ ବାହାରିବା ଉଚିତ। ଏହା ପରେ, ଏହି ସୁବିଧା ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ୯୦% ଏଟିଏମ୍‌ରେ ଉପଲବ୍ଧ କରିବାକୁ ପଡିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.