ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ସମ୍‌ରେ 'ବୋନ୍‌ ଆଣ୍ଡ ଜଏଣ୍ଟ ଡେ' ସପ୍ତାହ ପାଳିତ, ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ସଚେତନତା ରାଲି

Published By : Harapriya Sethi | August 8, 2025 11:55 AM

ଭୁବନେଶ୍ୱର, ୦୮/୦୮: ସମ୍ ପକ୍ଷରୁ ଆଇଓଏ, 'ବୋନ୍‌ ଆଣ୍ଡ ଜଏଣ୍ଟ ଡେ' ସପ୍ତାହ ପାଳିତ । ଓଲ୍ଡ ଇଜ୍‌ ଗୋଲ୍ଡ ୩୬୦୦ କେୟାର ଫର୍ ଦି ଏଲ୍ଡର୍‌ଲି ଥିମ୍‌ରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍ ଅର୍ଥୋପେଡିକ ବିଭାଗ ପକ୍ଷରୁ ଅର୍ଥୋପେଡିକ ସପ୍ତାହ ପାଳିତ ହୋଇଯାଇଛି । 

ଅଗଷ୍ଟ ୪ରୁ୧୦ ତାରିଖ ଯାଏଁ ଆଣ୍ଠୁ ଗଣ୍ଠିର ଯତ୍ନ ନେବା ସହ ସୁସ୍ଥ ଜୀବନ ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ କରୁଛି । ଆଜି ଭୁବନେଶ୍ୱର ସମ୍ ହସ୍ପିଟାଲ୍ ପରିସରରୁ ବାହାରି ଏକ ସଚେତନତା ରାଲି କରିଛି ବିଭାଗ । ହାତରେ ପ୍ଲା କାର୍ଡ ଧରି ଷ୍ଟ୍ରଙ୍ଗ୍ ବୋନ୍‌ ଷ୍ଟ୍ରଙ୍ଗ୍ ଲାଇଫ୍‌ର ଆହ୍ୱାନ ଦେଇଥିଲେ । ସମ୍ ହସ୍ପିଟାଲ୍‌ରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ବେଳେ ଆଣ୍ଠୁ ଗଣ୍ଠି ଜନିତ କୌଣସି ସମସ୍ୟା ଅନୁଭୂତ ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚିକିତ୍ସିକ । ଏହି ରାଲିରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଡାକ୍ତର, ପ୍ରଫେସରଙ୍କ ସମେତ ମେଡିକାଲ କର୍ତ୍ତୃପକ୍ଷ ଏହି ସାମିଲ୍ ହୋଇଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.