ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅସୁର ଡୁଙ୍ଗୁରି ଜଙ୍ଗଲରେ ହାତୀକୁ ହତ୍ୟା ପରେ ଦାନ୍ତ ଚୋରି ଘଟଣା : ୫ ଗିରଫ

Published By : Suraj Kumar | October 12, 2024 11:08 PM

ବଲାଙ୍ଗୀର, ୧୨।୧୦ : ବଲାଙ୍ଗୀର ରେଞ୍ଜ ଅସୁର ଡୁଙ୍ଗୁରି ଜଙ୍ଗଲରେ ଦନ୍ତାକୁ ହତ୍ୟା ପରେ ଦାନ୍ତ ଚୋରି ଘଟଣା ରେ ବନ ବିଭାଗ ୫ ଜଣଙ୍କୁ ଗିରଫ କରିଛି। ଏଥିସହ ହାତୀ ଦାନ୍ତ ମଧ୍ୟ ବନବିଭାଗ ଜବତ କରିଛି। 

ଅସୁର ଡୁଙ୍ଗୁରି ଜଙ୍ଗଲରେ ବରାହ ଶିକାରପାଇଁ ଶିକାରୀମାନେ ଫାସ ପକାଇଥିଲେ।  ଏହି ଫାସରେ ପଡି ହାତୀର ମୃତ୍ୟୁ ହୋଇଥିଲା। ପରେ  ହାତୀ ଦାନ୍ତ କାଟି ନେଇଥିଲେ ଦୁର୍ବୁତ୍ତ।  ବନ ବିଭାଗ ଏହି ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ହାତୀ ଦାନ୍ତ ଓ ବରାହ ଫାସ ପାଇଁ ବ୍ୟବହାର ସମସ୍ତ ସାମଗ୍ରୀ  ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.