କଟକ, ୧୨/୮ : ନବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ । ଅଭିଯୁକ୍ତ ଅଜୟ ଦେହୁରୀ ଦୋଷୀ ସାବ୍ୟସ୍ତ । ଅଜୟକୁ ୫୦ହଜାର ଟଙ୍କାର ଜରିମନା । ଦଣ୍ଡାଦେଶ ଶୁଣାଇଲେ ସ୍ପେଶାଲ ପୋକ୍ସୋ ଅଦାଲତ କଟକ ।
ନାବାଳିକାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦେଶ ଦିଆଯାଇଛି । ଫେବୃୟାରୀ ୨୦୨୪ରେ ଚୌଦ୍ୱାର ଥାନା ଞ୍ଚଳରେ ଘଟିଥିଲା ଘଟଣା ।