ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

କୋଇଲିଘୁଘର ଜଳପ୍ରପାତରେ ବୁଡି ଯୁବକ ମୃତ

ଝାରସୁଗୁଡା,୧୬।୬  : ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ କୋଇଲିଘୁଘର ଜଳପ୍ରପାତରେ ଗାଧୋଇଲା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି l ଯୁବକ ଜଣକ ଭୁବନେଶ୍ୱରର ବ୍ରଜେଶ୍ୱର ବେହେରା (୨୮) ।

 ବ୍ରଜେଶ୍ଵର ସମ୍ବଲପୁରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଆଜି ନିଜ ୪ ଜଣ ସାଙ୍ଗଙ୍କ ସହ ମିଶି କୋଇଲିଘୁଘରକୁ ବୁଲିବାକୁ ଆସିଥିଲେ l କୋଇଲିଘୁଘର ଜଳପ୍ରପାତରେ ଗାଧୋଇବାବେଳେ ଭାସିଯାଇଥିଲେ ବ୍ରଜେଶ୍ୱର l ରେଙ୍ଗଲୀ ପୋଲିସ ଏବଂ ଲଖନପୁର ଅଗ୍ନିଶମ ବିଭାଗ ଘଟଣାସ୍ତଲକୁ ପହଞ୍ଚି ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।  ଡାକ୍ତର ସେଠାରେ ବ୍ରଜେଶ୍ଵରଙ୍କୁ ମୃତ ଘୋଷଣା କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.