ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାମ୍ନାକୁ ଆସିଲା ୬୯ବର୍ଷୀୟ ଚିରଞ୍ଜିବିଙ୍କ ଆକ୍ସନ ଫିଲ୍ମ ବିଶ୍ବମ୍ଭରାର ପ୍ରଥମ ଝଲକ, ଫ୍ୟାନ୍ସ ଏଭଳି କିଛି କହିଲେ

Published By : Gurupada Nath | October 12, 2024 7:57 PM

ନୂଆଦିଲ୍ଲୀ, ୧୨/୧୦ : ଏବେ ୨୦୨୪ଶେଷ ହେବାକୁ ଖୁବ୍ ସମୟ ବାକି ରହିଛି । କିନ୍ତୁ ଲାଗୁଛି କି ୨୦୨୫ର ଧମାକାଦାର ଆରମ୍ଭ ହେବାକୁ ଯାଉଛି । ଏଭଳି ଆମେ ନୁହେଁ ବରଂ ସାଉଥର ମେଗାଷ୍ଟାରଙ୍କ ଅପକମିଂ ଫିଲ୍ମ ବିଶ୍ବମ୍ଭରାର ଟିଜର କହୁଛି । ଯାହା କିଛି ସମୟ ପୂର୍ବରୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମରେ ସୁପରଷ୍ଟାର ଚିରଞ୍ଜିବିଙ୍କ ଧୁଆଁଧାର ଅବତାର ଦେଖିବାକୁ ମିଳୁଛି। ସେହିଭଳି ତୃଷ୍ଣା କୃଷ୍ଣନ ବି ଲିଡ୍ ରୋଲରେ ନଜର ଆସୁଛନ୍ତି । ଯାହାକି ଫିଲ୍ମକୁ ବରିଷ୍ଠ ନିର୍ଦେଶକ ବଶିଷ୍ଟ କରିଛନ୍ତି । ଏହାର ମ୍ୟୁଜିକ ଏମଏମ କିରାଓ୍ବାନୀ ଦେଇଛନ୍ତି, ଯହାକୁ ଦେଖି ଫ୍ୟାନ୍ସଙ୍କ କହିବା କଥା କି ଫିଲ୍ମ ସୁପରହିଟ ହେବାକୁ ଯାଉଛି ।

ଟିଜରର ଆରମ୍ଭ ଏକ ଦମଦାର ମ୍ୟୁଜିକ ଏବଂ ଭିଏଫଏକ୍ସରେ ହେଉଛି । ଏହାପରେ ଗୋଟିଏ ପରେ ଗୋଟିଏ ଭୂମିକା ସାମ୍ନାକୁ ଆସୁଥିବା ନଜର ଆସୁଛନ୍ତି । କିନ୍ତୁ ଯେତେବେଳେ ସୁପରଷ୍ଟାର ଚିରଞ୍ଜିବିଙ୍କ ଏଣ୍ଟ୍ରି ହେଉଛନ୍ତି ତ ଆକ୍ସନ ହିଁ ଆକ୍ସନ ଦେଖିବାକୁ ମିଳୁଛି । ହାତରେ ଗଦା ଏବଂ ହନୁମାନର ଆଶିର୍ବାଦ ଲାଗି ସେ ଲଢୁଥିବା ନଜର ଆସୁଛନ୍ତି । ଏହା ବ୍ୟତୀତ ଗୋଟିଏ ଭାଗରେ ପବନ କଲ୍ୟାଣଙ୍କ ବି ଝଲକ ଦେଖିବାକୁ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.