ପ୍ରମୂଖ ଖବର
  • ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍‌ କଟକଣା ଜାରି
  • ||
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଯୋଗଦେବେ ମାଲକାନଗିରିର ଦୁଇ ଆଦିବାସୀ ଯୁବକ

ମାଲକାନଗିରି୨୮/୧୧ :  ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି କୋଣାର୍କ  ଚନ୍ଦ୍ରଭାଗା ସମୁଦ୍ରକୂଳରେ ନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଦୁଇ ଜଣ ଆଦିବାସୀ ଯୁବକ ମୁକା କବାସୀ ଓ କେନି କବାସୀ ନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୪ରେ ଯୋଗଦେଇ ସେମାନଙ୍କ କଳା କୃତି ପ୍ରଦର୍ଶନ କରିବା ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ବାରା କୋଣାର୍କର ଚନ୍ଦ୍ରଭାଗାଠାରେ ଆୟୋଜିତ ବାଲୁକା କଳା ଏବଂ କୋଣାର୍କ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। 


ସେହିପରି ବାଲୁକା କଳା ପ୍ରତିଯୋଗିତାରେ ଦେଶର ୨୮ରାଜ୍ୟର ପ୍ରତିଯୋଗୀ ଭାଗ ନେଉଥିବାବେଳେ ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରତିଯୋଗୀ ମଧ୍ୟ ଭାଗ ନେବେ ବୋଲି ଜଣାପଡିଛି। ଏହା ସହିତ ବିଦେଶର ସାତରୁ ଆଠ ପ୍ରତିଯୋଗୀ ମଧ୍ୟ ଏହି ବାଲୁକା କଳା ମହୋତ୍ସବରେ ଯୋଗ ଦେବେ। ମାଲକାନଗିରି ଜିଲ୍ଲାର ଦୁଇ ଆଦିବାସୀ ଯୁବକ ମୁକା କବାସୀ ଏବଂ କେନି କବାସୀ ଉକ୍ତି ମହୋତ୍ସବରେ ବାଲୁକା କଳା ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ମାଲକାନଗିରି ଜିଲ୍ଲାରୁ ଦୁଇ ଯୁବ ପ୍ରତିଭାବନ ଆଦିବାସୀ ଯୁବକଙ୍କ ସଫଳତା କାମନା କରିଛନ୍ତି ଜିଲ୍ଲାବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.