ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ବ୍ୟାଙ୍କରେ ବଡ଼ ଧରଣର ଲୁଟ୍: କାନ୍ଥ କାଟି ଭିତରେ ପଶିଲେ ଚୋର, ନେଇଗଲେ ୩୦ କୋଟି

Published By : Prameya | December 22, 2024 8:23 PM

ଲକ୍ଷ୍ନୌ,୨୨।୧୨: ୟୁପିର ରାଜଧାନୀ ଲକ୍ଷ୍ନୌରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିଙ୍କ ସାହାସ। ଚିନହଟ ଅଞ୍ଚଳର ମାଟିୟାରୀରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଚୋରମାନେ ଏକ ବ୍ୟାଙ୍କରେ କରିଛନ୍ତି ବଡ଼ ଧରଣର ଲୁଟ୍। ବ୍ୟାଙ୍କର କାନ୍ଥ କାଟି ପଶିଥିଲେ ଓ ସୁରକ୍ଷା ଆର୍ଲମକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏହାପରେ ୩୦ଟି ଲକର କାଟି କୋଟି ଟଙ୍କାର ଗହଣା ଚୋରି କରିନେଇଥିଲେ। ରବିବାର ଏହି ଘଟଣା ବିଷୟରେ ଖୁଲାସା ହୋଇଛି। 

ବ୍ୟାଙ୍କ ମ୍ୟାନେଜର ସନ୍ଦୀପ ସିଂହ କହିଛନ୍ତି, ବ୍ୟାଙ୍କ ସାଇଡ୍‌ରେ ଖାଲି ପ୍ଲଟ୍‌  ଆଡକୁ କାନ୍ଥ କାଟି ବ୍ୟାଙ୍କ ଭିତରେ ପଶିଥିଲେ ଚେର। ଏହାପରେ ଚୋରମାନେ ଲକର କାଟି କୋଟି କୋଟି ଟଙ୍କାର ଗହଣା ନେଇଯାଇଛନ୍ତି।ପୋଲିସ କହିଛି, ବ୍ୟାଙ୍କର ଆଲାର୍ମ ସିଷ୍ଟ ଖରାପ ଥିଲା। ଯେଉଁ କାରଣରୁ ଘଟଣା ସମୟରେ ଏହା କାମ କରିନଥିଲା। ଏହା ସହ ବ୍ୟାଙ୍କରେ ମୁତୟନ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ନଥିଲେ। ଏହାର ଫାଇଦା ଉଠାଇଥିଲେ ଚୋର। ଅନ୍ୟପକ୍ଷେ ମାମଲାକୁ ନେଇ ବରିଷ୍ଠ ଅଧିକାରୀ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଛି। ଏହା ସହ ଡଗ୍ ସ୍କ୍ବାର୍ଡକୁ ମଧ୍ୟ ଘଟଣାର ଯାଞ୍ଚ ପାଇଁ ପଠାଯାଇଛି। ୬ଜଣିଆ ଟିମ୍‌ ବର୍ତ୍ତମାନ ମାମଲାର ତଦନ୍ତ  କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.