ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ମାମୁଁ ଘରକୁ ବୁଲିବାକୁ ଆସିଥିଲେ, ପୋଖରୀରେ ବୁଡି ନାବାଳିକା ମୃତ

ଆନନ୍ଦପୁର,୧୭।୬ :  ମା' ସହ ମାମୁଁ ଘରକୁ ରଜ ଛୁଟି କଟାଇବାକୁ ଯାଇଥିବା ସମୟରେ ପୋଖରୀ ବୁଡି ନାବାଳିକାର  ମୃତ୍ୟୁ ଘଟିଛି।  ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଦରଖଳା ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତା ନାବାଳିକା  ଆନନ୍ଦପୁର ଥାନା ବିରବଲ ଗାଁ ର ସନା ହୋଙ୍କ  ଝିଅ ମିଞ୍ଜାରୀ (୬)। 

ରବିବାର  ସନ୍ଧ୍ୟାରେ ମା’ ସହ ମିଞ୍ଜାରୀ ମାମୁଁ ଘର ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଘଷିପୁରା ଅଗ୍ନିଶମ ବିଭାଗ ପୋଖରୀରୁ ମୃତଦେହ ଉଦ୍ଧାର  କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.