ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

‘ସିଂଘମ ଏଗେନ’ କଲା ନୂଆ ରେକର୍ଡ଼, ଜାଣନ୍ତୁ ୧୦ଦିନରେ କେତେ କରିଛି କଲେକ୍ସନ...

Published By : Prameya | November 10, 2024 10:07 PM

ନୂଆଦିଲ୍ଲୀ, ୧୦/୧୧ :  ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’କୁ ଥିଏଟର୍ସରେ ଆଜି ୧୦ ଦିନ ହୋଇସାରିଛି । ଫିଲ୍ମ ଆସିବାମାତ୍ରକେ ବକ୍ସ ଅଫିସରେ ଏହାର ଜଲଓ୍ବା ଦେଖାଇସାରିଥିଲା । ମାତ୍ର ଓ୍ବିକେଣ୍ଡ ଆରମ୍ଭରୁ ଏହାର କଲେକ୍ସନରେ ଧିମା ଦେଖା ଦେଇଥିଲା। 

ଯାହା ଦ୍ବିତୀୟ ଓ୍ବିକେଣ୍ଡରେ ପୁଣି ବଢିଥିଲା । ୧୦ମ ଦିନର ଫିଲ୍ମର କଲେକ୍ସନର ରିପୋର୍ଟ ଆସି ସାରିଛି ।  ଆସନ୍ତୁ ଜାଣିବା କେତେ କରିଛି କଲେକ୍ସନ । ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ପଞ୍ଚମ ଫିଲ୍ମ ସିଙ୍ଘମ ଏଗେନ ୧୦ମ ଦିନ ୫.୫୫ପର୍ଯ୍ୟନ୍ତ ୮.୨୨କୋଟି ଟଙ୍କାର କଲେକ୍ସନ କରିଛି । ରିପୋର୍ଟ ଅନୁସାରେ ମୋଟ ୨୦୧.୪୭କୋଟି କଲେକ୍ସନ ହୋଇସାରିଛି ।

ସିଙ୍ଘମ ଏଗେନ ଅଜୟ ଦେବଗନଙ୍କ ଚତୁର୍ଥ ଏଭଳି ଫିଲ୍ମ ହୋଇଯାଇଛି ଯାହା ୨୦୦କୋଟିର ସଂଖ୍ୟା ପାର୍ କରିପାରିଛି । ଏହା ପୂର୍ବରୁ ଗୋଲମାଲ ଏଗେନ, ତାହ୍ନାଜୀ-ଦ ଅନସଙ୍ଗ ଓ୍ବାରିୟର ଏବଂ ଦୃଶ୍ୟମ ୨ ୨୦୦କୋଟିରୁ ଅଧିକ ଘରୋଇ ବକ୍ସ ଅଫିସରେ କଲେକ୍ସନ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.