ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ସିଂଘମ ଏଗେନ’ କଲା ନୂଆ ରେକର୍ଡ଼, ଜାଣନ୍ତୁ ୧୦ଦିନରେ କେତେ କରିଛି କଲେକ୍ସନ...

Published By : Gurupada Nath | November 10, 2024 10:07 PM

ନୂଆଦିଲ୍ଲୀ, ୧୦/୧୧ :  ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’କୁ ଥିଏଟର୍ସରେ ଆଜି ୧୦ ଦିନ ହୋଇସାରିଛି । ଫିଲ୍ମ ଆସିବାମାତ୍ରକେ ବକ୍ସ ଅଫିସରେ ଏହାର ଜଲଓ୍ବା ଦେଖାଇସାରିଥିଲା । ମାତ୍ର ଓ୍ବିକେଣ୍ଡ ଆରମ୍ଭରୁ ଏହାର କଲେକ୍ସନରେ ଧିମା ଦେଖା ଦେଇଥିଲା। 

ଯାହା ଦ୍ବିତୀୟ ଓ୍ବିକେଣ୍ଡରେ ପୁଣି ବଢିଥିଲା । ୧୦ମ ଦିନର ଫିଲ୍ମର କଲେକ୍ସନର ରିପୋର୍ଟ ଆସି ସାରିଛି ।  ଆସନ୍ତୁ ଜାଣିବା କେତେ କରିଛି କଲେକ୍ସନ । ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ପଞ୍ଚମ ଫିଲ୍ମ ସିଙ୍ଘମ ଏଗେନ ୧୦ମ ଦିନ ୫.୫୫ପର୍ଯ୍ୟନ୍ତ ୮.୨୨କୋଟି ଟଙ୍କାର କଲେକ୍ସନ କରିଛି । ରିପୋର୍ଟ ଅନୁସାରେ ମୋଟ ୨୦୧.୪୭କୋଟି କଲେକ୍ସନ ହୋଇସାରିଛି ।

ସିଙ୍ଘମ ଏଗେନ ଅଜୟ ଦେବଗନଙ୍କ ଚତୁର୍ଥ ଏଭଳି ଫିଲ୍ମ ହୋଇଯାଇଛି ଯାହା ୨୦୦କୋଟିର ସଂଖ୍ୟା ପାର୍ କରିପାରିଛି । ଏହା ପୂର୍ବରୁ ଗୋଲମାଲ ଏଗେନ, ତାହ୍ନାଜୀ-ଦ ଅନସଙ୍ଗ ଓ୍ବାରିୟର ଏବଂ ଦୃଶ୍ୟମ ୨ ୨୦୦କୋଟିରୁ ଅଧିକ ଘରୋଇ ବକ୍ସ ଅଫିସରେ କଲେକ୍ସନ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.