ପ୍ରମୂଖ ଖବର
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

କାଳୀପୂଜା ଓ ଦୀପାବଳି ଉପଲକ୍ଷେ ଚାଲିବ ସ୍ୱତନ୍ତ୍ର ଟ୍ରେନ, ଯାତ୍ରୀଙ୍କୁ ମିଳିବ ଯାତାୟାତ ସୁବିଧା

କୋଲକାତା,୨୭/୧୦: କାଳୀପୂଜା ଏବଂ ଦିପାବଳୀ  ଉପଲକ୍ଷେ ଆଗାମୀ ଗୁରୁବାର ଶିଆଲଦା ଶାଖାରେ  ବିଶେଷ ଟ୍ରେନ ଚଳାଇବ କରିବ। ଜାଣିବାକୁ ମିଳିଛି  ଯେ ପୂର୍ବ ରେଳବାଇର ଶିଆଲଦା ଶାଖା କାଳୀପୂଜା ଏବଂ  ଦିପାବଳୀ ସମୟରେ ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା  ପାଇଁ ୩୧ ଅକ୍ଟୋବର ଏବଂ ୧ ନଭେମ୍ବର (ଗୁରୁବାର  ଏବଂ ଶୁକ୍ରବାର) ରେ ଅତିରିକ୍ତ ୮ ଇଏମ୍ୟୁ ସ୍ୱତନ୍ତ୍ର ଟ୍ରେନ୍‌  ଚଳାଇବାକୁ ଯୋଜନା କରିଛି । ଯାତ୍ରୀମାନଙ୍କ ସୁବିଧା ପାଇଁ  ଏହି ସ୍ୱତନ୍ତ୍ର ଟ୍ରେନ୍‌ ମାର୍ଗର ପ୍ରତ୍ୟେକ ଷ୍ଟେସନରେ ଅଟକି  ରହିବ । ଯେପରି ଶିଆଲଦା - ଦାନକୁନି - ଶିଆଲଦା  ଇଏମ୍ୟୁ ସ୍ପେଶାଲ (ଗୋଟିଏ ଯୋଡ଼ି) ।

 ଆଗାମୀ ଗୁରୁବାର  ରାତି ୧୧ଟା ୩୦ ମିନିଟରେ ଶିଆଲଦା ଛାଡି ଶୁକ୍ରବାର ୧୨ଟା ୧୫ ମିନିଟରେ ଦାନକୁନିରେ ପହଞ୍ଚିବ । ପୁଣି  ଏହା ରାତି ୧୨ ଟା ୨୫ ମିନିଟରେ ଦାନକୁନି ଛାଡି  ରାତି ୧ ଟା ୫ ମିନିଟରେ ଶିଆଲଦାରେ ପହଞ୍ଚିବ ।  ଏହା ବ୍ୟତୀତ ଶିଆଲଦା-ବାରାସାତ-ଶିଆଲଦା ଇଏମ୍ୟୁ  ସ୍ପେଶାଲର ଏକ ଯାଡି ଚାଲିବ । ଯାହାକି ରାତି ୧୨ ଟା  ୧୦ ମିନିଟରେ ଶିଆଲଦା ଛାଡି ଶୁକ୍ରବାର ୧୨ଟା ୫୫ ମିନିଟରେ ବାରାସାତରେ ପହଞ୍ଚିବ । ଏବଂ ବାରସାତରେ  ରାତି ୧ ଟା ୧୦ ମିନିଟରେ ଛାଡି ୧ ଟା ୫୫ ମିନିଟରେ  ଶିଆଲଦା ଠାରେ ପହଞ୍ଚିବ ।ଏହା ବ୍ୟତୀତ ଶିଆଲଦା-ରାଣାଘାଟ-ଶିଆଲଦା ଇଏମ୍ୟୁର ଏକ ଯୋଡି ଚାଲିବ ।  ଏହା ରାତି ୧୨ ଟା ୪୦ ମିନିଟରେ ଶିଆଲଦା ଛାଡି  ଶୁକ୍ରବାର ୨ ଟା ୩୦ ମିନିଟରେ ରାଣାଘାଟରେ ପହଞ୍ଚିବ । 

ଅନ୍ୟ ଟ୍ରେନ୍‌ ଗୁରୁବାର ରାତି ୧୧ ଟା ୪୫ ମିନିଟରେ  ରାଣାଘାଟ ଛାଡି ରାତି ୧ ଟା ୪୦ ମିନିଟରେ ଶିଆଲଦା  ଠାରେ ପହଞ୍ଚିବ । ଶିଆଲଦା -ବାରୁଇପୁର-ଶିଆଲଦା  ଇଏମୟୁ ସ୍ପେଶାଲର ଏକ ଯୋଡି ଚାଲିବ । ଯାହାକି  ରାତି ସାଢେ ବାରଟାରେ ଶିଆଲଦା ଛାଡି ଶୁକ୍ରବାର ୧  ଟା ୧୫ ମିନିଟରେ ବାରୁଇପୁରରେ ପହଞ୍ଚିବ । ପୁଣି ଏହା  ବାରୁଇପୁରରୁ ୧ ଟା ୨୫ ମିନିଟରେ ଛାଡି ଶିଆଲଦାରେ  ରାତି ୨ ଟା ୧୦ ମିନିଟରେ ପହଞ୍ଚିବ । ଏହା ବ୍ୟତୀତ  ଶିଆଲଦା ଶାଖାରେ ପରିସେବା ସପ୍ତାହର ଅନ୍ୟ ଦିନ  ପରି ଗୁରୁବାର ମଧ୍ୟ ଜାରି ରହିବ । ସମସ୍ତ ଷ୍ଟେସନରେ  ଟ୍ରେନ୍‌ ଅଟକି ରହିବ, ଏପରିକି ହଲ୍ଟରେ ମଧ୍ୟ ଅଟକି  ରହିବ ଏବଂ ଫ୍ଲାଗ୍‌ ଷ୍ଟେସନରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.