ପ୍ରମୂଖ ଖବର
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

ହାଇକୋର୍ଟରୁ ଜାମିନ ପରେ ପରିବାରକୁ ଭେଟିଲେ ଜାନି ମାଷ୍ଟର, ଭାବପ୍ରବଣ ଭିଡିଓ ଭାଇରାଲ

ମୁମ୍ବାଇ,୨୭/୧୦:  କୋରିଓଗ୍ରାଫର ଜାନି ମାଷ୍ଟର ନିକଟରେ ବେଶ୍ ଚର୍ଚ୍ଚାରେ ଥିଲେ । ପୂର୍ବତନ ସହକର୍ମୀ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗରେ ସେ ଜେଲ ଯାଇଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କୁ  ହାଇକୋର୍ଟରୁ ଜାମିନ ମିଳିଛି। ଯାହାପରେ କୋରିଓଗ୍ରାଫର୍ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ  ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି । ପ୍ରାୟ ୨ ମିନିଟର ଲମ୍ବା ଭିଡିଓରେ ଜାନି ମାଷ୍ଟର ତାଙ୍କ ପିଲା ଏବଂ ପତ୍ନୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। କୋରିଓଗ୍ରାଫରଙ୍କ ପରିବାର ସେମାନଙ୍କୁ ଦେଖିବା ମାତ୍ରେ ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି।

ଏହି ଭିଡିଓରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଗୀତ' ପାପା ମେରୀ ଜାନ ' ଶୁଣିବାକୁ ମିଳିଛି। ଜାନି ମାଷ୍ଟର ଏବଂ ତାଙ୍କ ପରିବାର ମଧ୍ୟରେ ବହୁତ ଭାବପ୍ରବଣ ମୁହୂର୍ତ୍ତ ଦେଖାଦେଇଛି । ଜାନି ମାଷ୍ଟରଙ୍କ ପିଲା ଏବଂ ପତ୍ନୀ ତାଙ୍କ ସହ ନଜର ଆସିଛନ୍ତି ଏବଂ ସେ ତାଙ୍କର ଉଭୟ ସନ୍ତାନଙ୍କୁ ଦେଖି ବହୁତ ଖୁସି ମନେ କରୁଛନ୍ତି ବୋଲି ଭିଡିଓରେ ଜଣାପଡିଛି । ତେବେ ଜାନି ମାଷ୍ଟର ଏହି ଭିଡିଓଡ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ , 'ଏହି ୩୭ ଦିନ ମଧ୍ୟରେ ଆମ ଠାରୁ ଅନେକ କିଛି ଛଡ଼ାଯାଇଛି । ମୋ ପରିବାର ଏବଂ ଶୁଭେଚ୍ଛୁମାନଙ୍କର ପ୍ରାର୍ଥନା ଆଜି ମୋତେ ଏଠାକୁ ଆଣିଛି । ଜୀବନର ଏହି ପର୍ଯ୍ୟାୟ ଯାହା ମୋ ପରିବାର ମଧ୍ୟ ଗତି କରିଛି। ଏହା ମୋର ହୃଦୟରେ ସବୁଦିନ ପାଇଁ ମନେ ରହିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.