ପାଟଣା, ୧୧/୦୬ : ଅଜଣା ଗାଡି ଧକ୍କାରେ ଜଣେ ମୃତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି-ଉଖୁଣ୍ଡା ରାସ୍ତାର ଭଅଁରପୁର ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ରାସ୍ତା ଉପରେ ମୃତଦେହ ପଡିରହିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
![hg](https://odia.prameya.com/prameya/document/compress/2/comp_2_137_1719333503951.webp)
ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ ଗାନ୍ଧୀ, ଇଣ୍...