ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ନୀତା ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନ, ଆଇବିଏଲ୍ଏ କାର୍ଯ୍ୟକ୍ରମରେ ସମ୍ମାନିତ

Published By : Prameya | December 9, 2024 8:36 AM

ନୂଆଦିଲ୍ଲୀ, ୦୯/୧୨ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ନୀତା ମୁକେଶ ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନ। ଡିସେମ୍ବର ୭ ତାରିଖରେ ମୁମ୍ଵାଇରେ ଆୟୋଜିତ ହୋଇଥିବା CNBC-TV18 ଇଣ୍ଡିଆ ବିଜନେସ୍ ଲିଡର ପୁରସ୍କାର (ଆଇବିଏଲ୍ଏ) ୨୦୨୪ର ୨୦ତମ ସଂସ୍କରଣରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନୀତା ଅମ୍ବାନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଏବଂ ବୋହୂ ରାଧିକା ବି ଉପସ୍ଥିତ ଥିଲେ। 

ପୁରସ୍କାର ଗ୍ରହଣ କରିବା ସମୟରେ ନୀତା ଅମ୍ଵାନୀ କହିଛନ୍ତି ଯେ, ମହିଳାମାନେ ଭାରତର ବିକାଶ ଗାଥାକୁ ଆଗକୁ ନେବା ସହ ନିଜ ନେତୃତ୍ଵ ମାଧ୍ୟମରେ ଏହାକୁ ପୁଣି ଥରେ ପରିଭାଷିତ କରିବେ। ସମୃଦ୍ଧ ଭାରତ ପାଇଁ ନିଜର ଦୃଷ୍ଟିକୋଣକୁ ରେଖାଙ୍କିତ କରି ସେ କହିଛନ୍ତି ଯେ, ମୁଁ ଏଭଳି ଏକ ରାଷ୍ଟ୍ରର ସ୍ଵପ୍ନ ଦେଖୁଛି ଯାହା ସାହସ, ପ୍ରତିଭା, ରଚନାତ୍ମକତା ସହ ଦୁନିଆର ନେତୃତ୍ଵ ନେବ। ଏହି ଦଶନ୍ଧି କେବଳ ଭାରତର, ଏବଂ ମହିଳାମାନଙ୍କର ବୋଲି ମୋର ଦୃଢ ବିଶ୍ଵାସ।  କାର୍ଯ୍ୟ, ଭକ୍ତି, ଜ୍ଞାନ, ମାତୃତ୍ୱ, ନେତୃତ୍ୱ, କରୁଣା ଏବଂ ସ୍ଥିରତା ପଥରେ ଚାଲୁଥିବା ପ୍ରତ୍ୟେକ ମହିଳାଙ୍କୁ ମୁଁ ଏହି ପୁରସ୍କାର ଉତ୍ସର୍ଗ କରୁଛି। 

କ୍ରୀଡା, ବାଣିଜ୍ୟ, ଶିକ୍ଷା, ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ନୀତା ଅମ୍ଵାନୀ ବୈଶ୍ଵିକ ମଞ୍ଚରେ ଭାରତର ସ୍ଥାନ ଉଚ୍ଚା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।









  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.