ତେଲକୋଇ,୧୬/୦୭: - କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିଞ୍ଜ ବାହାଳ ଗ୍ରାମରେ ବଜ୍ରାଘାତରେ ଶାଶୁ,ବୋହୂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ମୃତକ ହେଲେ ରୁକ୍ମଣୀ ନାୟକ(ଶାଶୁ) ଓ ଲବଣୀ ନାୟକ (ବୋହୂ )। ବିଲରେ କାମ କରୁଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଥିଲେ । ଏହି ଘଟଣା ପରେ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କୁ ପୁଣି ଭେଟିଲେ...