ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନା ଇଣ୍ଡିଆ, ନା ଏନ୍‌ଡିଏ : ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଘୋଷଣା, ଏକାକୀ ନିର୍ବାଚନ ଲଢିବୁ...

ଲକ୍ଷ୍ନୌ,୩୦।୮:  ବିରୋଧି ଦଳ ‘ଇଣ୍ଡିଆ’ ମେଣ୍ଟରେ ବିଏସପି ସାମିଲ ହେବାର ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମାୟାବତୀ। ବିଏସପି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ଓ ଆଗାମୀ ବିଧାନସଭାରେ ଏକାକୀ ନିର୍ବାଚନ ଲଢିବ।

ଏଭଳି ଆକଳନ କରାଯାଉଥିଲା ଯେ, ବିଏସ୍‌ପି ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହୋଇପାରେ ଓ ଏଥିପାଇଁ ପୁରା ପ୍ରସ୍ତୁତି ଚାଲିଛି। ୟୁପିରେ କଂଗ୍ରେସ ଦଳିତ ସମ୍ପ୍ରଦାୟୀ ବୃଜଲାଲ ଖାବିଙ୍କୁ ହଟାଇ ଦିଆଯାଇଥିଲା, ଯେଉଁ କାରଣରୁ ଚର୍ଚ୍ଚା ହେଉଥିଲା ମାୟାବତୀଙ୍କ ପାଇଁ ଖାବରୀଙ୍କୁ ହଟାଇ ଅଜୟ ରାୟଙ୍କୁ ୟୁପିର ଦାୟିତ୍ବ ଦିଆଯାଇଥିଲା, ଯାହାଫଳରେ ତାଙ୍କୁ ନଲାଗୁ କଂଗ୍ରେସ ଆଉ ଏକ ମେଣ୍ଟରେ ସାମିଲ କରିବାକୁ ଚାହେଁ। ଅନ୍ୟପକ୍ଷେ ୟୁପିରେ ଦଳିତ ସମ୍ପ୍ରଦାୟରୁ ଆସୁଥିବା ନେତାଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି।


ତେବେ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ମାୟାବତୀ। ‌ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବର ଟ୍ବିଟର)ରେ କହିଛନ୍ତି, ଏନଡିଏ କିମ୍ବା ଇଣ୍ଡିଆ ସହ ମେଣ୍ଟ ଅଧିକାଂଶ ଗରିବ ବିରୋଧି, ଜାତିବାଦ, ସାମ୍ପ୍ରଦାୟିକ ପୁଞ୍ଜିବାଦୀ ନୀତି ଥିବା ପାର୍ଟି ଅଟେ, ଯାହାର ନୀତି ବିରୋଧରେ ବିଜେପି ଲଗାତାର ସଂଘର୍ଷ କରୁଛି। ତେଣୁ ତାଙ୍କ ସହିତ ମେଣ୍ଟ କରିବ ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁନାହିଁ। ସେ ଦଳକୁ ଭାଙ୍ଗି ନେତାଙ୍କୁ ସାମିଲ କରିବା ନେଇ ବଡ଼ ଦଳ ଗୁଡିକୁ ଟାର୍ଗେଟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କୁ ଭାଙ୍ଗିବା ଫଳରେ ସମାଜ ଅଧିକ ଭାଙ୍ଗଯିବ।

  • Lok Sabha Election
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.