ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଏପ୍ରିଲରେ କେବେ ପଡ଼ୁଛି କାମଦା ଏକାଦଶୀ, ଜାଣନ୍ତୁ ତିଥି ଓ ପୂଜା ବିଧି

Published By : Anindita Ratha | March 26, 2025 3:07 PM

ହିନ୍ଦୁ ଧର୍ମରେ ଏକାଦଶୀ ତିଥିର ବିଶେଷ ମହତ୍ତ୍ବ ରହିଛି। ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ଏହି ବ୍ରତ ମାସକୁ ୨ ଥର ପଡ଼ିଥାଏ। ଅର୍ଥାତ ଶୁକ୍ଳ ଓ କୃଷ୍ଣ  ପକ୍ଷର ଏକାଦଶୀ ତିଥିରେ ରଖାଯାଏ। ସେହିପରି ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି କାମଦା ଏକାଦଶୀ ଭାବେ ଜଣାଶୁଣା । ମାନ୍ୟତା ରହିଛି ଯେ, ଏହି ଦିନ ବ୍ରତ ପାଳନ କରିବା ଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହେ । ଏଥିସହ ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୁଏ। 

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀ ତିଥିର ଆରମ୍ଭ ୭ ଏପ୍ରିଲ ରାତ୍ରି ୮ଟାରୁ ଆରମ୍ଭ ହେବ। ସେହିପରି ଏହାର ପରଦିନ ରାତି ୯ ଟା ୧୨ମିନିଟରେ ଶେଷ ହେବ । ଉଦୟା ତିଥି ଅନୁସାରେ, କାମଦା ଏକାଦଶୀ ବ୍ରତ ମଙ୍ଗଳବାର ଅର୍ଥାତ ୮ ଏପ୍ରିଲରେ ପାଳନ କରାଯିବ । କାମଦା ଏକାଦଶୀ ପୂଜା କରିବା ପାଇଁ ସକାଳୁ ଜଲଦି ଉଠି ସ୍ନାନ କରିବା କରନ୍ତୁ  । ଏହାପରେ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ସ୍ଥାପନ କରି ଗଙ୍ଗାଜଳରେ ସ୍ନାନ କରାନ୍ତୁ । 

ଏହା ମଧ୍ୟ ପଢନ୍ତୁ- ଚୈତ୍ର ନବରାତ୍ରିରେ ୯ଟି ମନ୍ତ୍ରପାଠ ସହ କରନ୍ତୁ ମାଆଙ୍କ ଆରାଧନା, ସୁଖ ଶାନ୍ତିରେ ଭରିଯିବ ଜୀବନ

ଏହାପରେ ଭଗବାନଙ୍କୁ ଫୁଲ, ଫଳ, ଧୂପ, ଦୀପ ସହିତ ତାଙ୍କର ପ୍ରିୟ ନୈବେଦ୍ୟ ଅର୍ପଣ କରନ୍ତୁ । କାମଦା ଏକାଦଶୀର ପାରଣ ସମୟ ସକାଳ ୬ ଟା ୨ ମିନିଟରୁ ୮ଟା ୩୪ ମିନିଟ ପର୍ଯ୍ୟନ୍ତ ରହିବ । ଏହି ସମୟରେ ବର୍ତକୁ ବିଧି ବିଧାନର ସହିତ ପାଳନ କରିବା ଉଚିତ୍ । 









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.