ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ହୀରାକୁଦ ଜଳସ୍ତର ୬୧୦ ଫୁଟ୍‌ ଛୁଇଁଲା, ୧୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର,୦୬/୦୮: ଉପରମୁଣ୍ଡରେ ବର୍ଷା  ଥମିଛି । ହେଲେ ହୀରାକୁଦକୁ ଅଢେଇ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବେଶ କରୁଛି। ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ଏବେ ବି ୧୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପଟରୁ ୧୦ଟି ରହିଥିବା ବେଳେ ଡାହାଣ ପଟୁ ୪ ଟି ଗେଟ୍ ରହିଛି। ଜଳସ୍ତର ୬୧୦  ଫୁଟ୍‌ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ  ଉପରମୁଣ୍ଡରେ ହାରାହାରି ମାତ୍ର ୩.୯୧ ମିମି ଏବଂ  ତଳମୁଣ୍ଡରେ ହାରାହାରି ୬.୪୪ ମିମି ବର୍ଷା ରେକର୍ଡ କରାଯାଇଛି। ସକାଳ ୬ଟା ସୁଦ୍ଧା  ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ  ୭୪ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା  ବେଳେ ୨ ଲକ୍ଷ ୪୬ ହଜାର ୬୮୦ କ୍ୟୁସେକ୍‌ ଜଳ  ନିଷ୍କାସିତ ହେଉଛି । ଏଥିରୁ ସ୍ପିଲୱେ ଦେଇ ୨ ଲକ୍ଷ  ୮ ହଜାର ୧୨ କ୍ୟୁସେକ୍‌ ଜଳ ମହାନଦୀକୁ ଛଡା ଯାଉଥିବା ବେଳେ ପାୱାର୍‌ ଚ୍ୟାନେଲ ଦେଇ ୩୪୯୨୫  କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩୪୬୮ କ୍ୟୁସେକ୍‌,  ଶିଳ୍ପ ଜଳଯୋଗାଣ ବାବଦକୁ ୨୭୫ କ୍ୟୁସେକ୍‌ ଯୋଗାଣ  ହୋଇ ମୋଟ୍‌ ୨ ଲକ୍ଷ ୪୬ ହଜାର ୬୮୦ କ୍ୟୁସେକ୍‌  ନିଷ୍କାସିତ ହେଉଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.