ଦେଓଗାଁ୧୨/୦୬: ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ହାତିସରା ଓ ନାଇକେନରା ଠାରେ ୧୩ ଟିକିଆ ହାତୀପଲ ଥିବା ବନ ବିଭାଗ ସୂଚନା ଦେଇଛି l ଫଳରେ ଅଞ୍ଚଳର ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ବନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ରେଞ୍ଜର ଯୁଧିଷ୍ଠିର ଜାଲ ସୂଚନା ଦେଇଛନ୍ତି l ହାତୀଙ୍କ ପାଇଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି l ଲୋକେ ଗୋଟିଏ ପଟେ ହାତୀ ଆତଙ୍କରେ ଥିବା ବେଳେ ବିଦ୍ୟୁତ କାଟ ଅତିଷ୍ଠ କରିଦେଇଛି l

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...