ଗଞ୍ଜାମ ୦୪/୦୫ : ଗଞ୍ଜାମ ପୋଲିସକୁ ବଡ଼ ସଫଳତା। ଅପରାଧ ଦମନ କରିବାକୁ ସ୍ଵତନ୍ତ୍ର ଡ୍ରାଇଭ୍। ସପ୍ତାହେ ଧରି ଚାଲିଥିବା ସ୍ଵତନ୍ତ୍ର ଡ୍ରାଇଭରେ ଜବତ ହୋଇଛି ୧୭ଟି ମାଉଜର ଓ ୬୬ଟି ଗୁଳି। ଜିଲ୍ଲାରେ ୬ଟି ଥାନାର ପୋଲିସ ଏହି ଡ୍ରାଇଭରେ ସାମିଲ ଥିଲେ। ୧୮ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନଙ୍କ ଭିତରେ ବହୁ ପେଶାଦାର ଅପରାଧୀ ଅଛନ୍ତି। ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଓ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଛତ୍ରପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କ ପରଲୋକ,...