ଭୁବନେଶ୍ଵର, ୨୦/୦୬ : ଭୁବନେଶ୍ଵର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଲକି ଇଣ୍ଡିଆ ଆପାର୍ଟମେଣ୍ଟ ଭିତରେ ନିଆଁ ଲାଗିଛି। ଆପାର୍ଟମେଣ୍ଟର ୮ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ସହ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଅକ୍ଟୋବରରୁ ମଇଦାନକୁ ଓହ୍ଲାଇବ ବିଜେଡି: ୨ରୁ ପଦଯାତ୍ରା...