ବଙ୍ଗୋମୁଣ୍ଡା,୧/୮: ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଦନ୍ଦ୍ରା ଗାଁର ଚଷୀ କୀଟନାଶକ ପିଈ ମୃତ୍ୟୁ ହୋଇଛି । ମୃତକ ହେଲେ ରାଜକୁମାର ପାତ୍ର (୪୫) । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ତାଙ୍କ ପୁତୁରା ଦିବ୍ୟ ସିଂ ପାତ୍ର ଆତ୍ମହତ୍ୟା କରିଥିବାର ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଥିବାବେଳେ ୟୁଡି କେଶ ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଛି ।

ମାଲେଗାଓଁ ବିସ୍ପୋରଣ ମାମଲାରେ ଗୁରୁବାର ନିର୍ଦ୍ଦୋଷ ସା...