କୋକସରା,୧୧/୦୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅବକାରୀ ଥାନା ପକ୍ଷରୁ ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମର ଅଭିରାମ ନାଏକଙ୍କ ଘରେ ଚଢ଼ାଉ। ଚଢାଉ କରି ଅବକାରୀ ବିଭାଗ ୮ କେଜି ଗଞ୍ଜେଇ ଜବତ କରିବା ସହ ଏକ ବାଇକ ଜବତ କରିଛି। ଏଥିସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିରାମ ନାଏକଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।

'ଚୌକି ମିଳିବା ବହତୁ ମୁସକିଲ୍', ମୁଖ୍ୟମନ୍ତ୍ରୀ ପଦକୁ...