ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଟ୍ରେନ ଧକ୍କାରେ ହାତୀ ମୃତ, ପାରି ହେଉଥିଲେ ରେଳ ଲାଇନ

ରାଉରକେଲା,୧୪।୧୦ : ରାଉରକେଲାରେ  ଟ୍ରେନ ଧକ୍କାରେ ହାତୀର  ମୃତ୍ୟୁ ଘଟିଛି।  ବନ୍ଧମୁଣ୍ଡା ଆର  କ୍ୟାବିନ  ନିକଟରେ ଏହି ଘଟଣା ଘଟିଛି। ହାତୀ ଗୋଠରେ ୨୩ ହାତୀ ଥିଲେ।  ଘଉଡାଇବା ସମୟରେ ହାତୀଗୁଡିକ ଟ୍ରେନ ଲାଇନ ପାରି ହେଉଥିଲେ। ଏହି ସମୟରେ ଟ୍ରେନ ଧକ୍କା ଦେବାରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.