ଭୁବନେଶ୍ବର,୧୧।୮ : ଅକ୍ଟୋବର୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ। ବର୍ଷେ ବ୍ୟାପୀ ପଦଯାତ୍ରା କରିବ ଦଳ । ମାଲକାନାଗିରୀରୁ ପଦଯାତ୍ରା ଆରମ୍ଭ ହେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ୩ଟି ପର୍ଯ୍ୟାୟରେ ପଦଯାତ୍ରା ହେବ। ୧୪୭ ନିର୍ବାଚନ ମଣ୍ଡଳୀ ଏହି ପଦଯାତ୍ରା କରାଯିବ । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏହି ପଦଯାତ୍ରାରେ ସାମିଲ ହେବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।

କାହିଁକି ରାହୁଲ ଗାନ୍ଧୀଙ୍କ ଗମ୍ଭୀର ପ୍ରଶ୍ନର ଉତ୍ତର ମ...