ପ୍ରମୂଖ ଖବର
  • ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ବାଘୁଣୀ
  • ||
  • ବୈପାରିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • ବାଙ୍ଗିରିପୋଷି : ପ୍ରମେୟରେ ଖବର ପ୍ରକାଶ ପରେ ପହଞ୍ଚିଲା ପ୍ରଶାସନ, ପିଇବା ପାଣି ପାଇଁ ଜୀବନକୁ ବାଜି ଲଗେଇଥିଲେ ଷଢେଇକଳା ଗ୍ରାମବାସୀ
  • ||
  • ବାଣପୁର : ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ
  • ||
  • ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ଦଳାଚକଟା,୯ ଗୁରୁତର
  • ||
  • ତେଲକୋଇ : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
  • ||
  • ଭୋଗରାଇ : ସେବା ସମବାୟ ଓ ତେଜରାତି ଦୋକାନରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
  • ||
  • ଭବାନୀପାଟଣା : ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ
  • ||
  • ବାତ୍ୟା ‘ଦାନା’ ପ୍ରଭାବ ଆଉ ୨ ଦିନ ଭିତରକନିକା ବନ୍ଦ
  • ||
  • ଟାଙ୍ଗୀ : ଜୁଆ ଆଡ୍ଡାରେ ପୋଲିସର ଚଢାଉ; ୭୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ,୧୮ ଗିରଫ
  • ||
  • ଆଇଏସ୍‌ଏଲ୍‌ ୨୦୨୪: ଆଜି ଓଡ଼ିଶା ଏଫ୍‌ସି- ମୁମ୍ବାଇ ସିଟି ମଧ୍ୟରେ ଟକ୍କର, ବିଜୟକୁ ଫେରିବା ପାଇଁ ବ୍ୟାକୁଳ ମୁମ୍ବାଇ
  • ||
  • ମେକ୍ସିକୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨୪ ମୃତ, ୫ ଗୁରୁତର
  • ||
  • ସରିଲା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଆଜି ମେଲାଣି ନେବେ ଧନଦାତ୍ରୀ, ଲୋକନୃ
  • ||
  • ଜମ୍ମୁ-କଶ୍ମୀରରେ ଖାଇକୁ ଖସିଲା ସେନା ଗାଡ଼ି; ଜଣେ ଯବାନ ମୃତ ,୧୩ ଗୁରୁତର
  • ||
  • ପାରାଦ୍ଵୀପ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ସୋର : ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୨ ପଞ୍ଚାୟତ ପରିଦର୍ଶନ କଲେ ବିଧାୟକ
  • ||
  • ରାଜଧାନୀରେ ବାଘ ଆତଙ୍କ; ପାଦ ଟିହ୍ନରୁ ଗଧିଆ କିମ୍ୱା ବଣ ବିରାଡ଼ି ହୋଇଥିବା ନେଇ କହିଲେ ସିଟି ଡିଏଫଓ
  • ||
  • ଦୁର୍ବଳ ‘ଦାନା’ ବାୟୁମଣ୍ଡଳରେ ମିଳେଇଯିବ: ଆଜିଠୁୁ ଫିଟିଯିବ ପାଗ, ତିନି ଦିନ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ବାଲିଗୁଡ଼ା : ସ୍ତ୍ରୀକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ, ସ୍ୱାମୀ ଅଟକ
  • ||

ରବିନ୍ଦ୍ର ସଙ୍ଗୀତ ସ୍ଥାନରେ ପଶ୍ଚିମବଙ୍ଗରେ ବମ୍‌ ଫୁଟୁଛି, ମମତାଙ୍କୁ ଶାହଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ନୂତନ ଭାବେ ନିର୍ମିତ ଯାତ୍ରୀ ଟର୍ମିନାଲ ବିଲଡିଂ ଏବଂ କାର୍ଗୋ ଗେଟ୍ ଉଦ୍ଘାଟନ କରିଛନ୍ତି। ପେଟ୍ରୋପୋଲ (ଭାରତ) -ବେନାପୋଲ (ବାଂଲାଦେଶ) ଉଭୟ ବାଣିଜ୍ୟ ଏବଂ ଯାତ୍ରୀଙ୍କ ଯାତାୟତ ଦୃଷ୍ଟିରୁ ଭାରତ-ବାଂଲାଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମି ସୀମା କ୍ରସିଂ ଭିତରୁ ଅନ୍ୟତମ । ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଅନୁପ୍ରବେଶ ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ କରିଥିଲେ।

ସେ କହିଛନ୍ତି, " ମମତା ଦିଦି ଆମ ସିଟ୍‌ (ଲୋକସଭା ନିର୍ବାଚନରେ) କମ୍ ଥିବାରୁ ଖୁସି ଥିଲେ। ଭୁଲନ୍ତୁ ନାହିଁ, ଆମେ ଏଭଳି ଏକ ଦଳ ଯାହାର ଦୁଇଟି ସିଟ୍ ଥିଲା, କିନ୍ତୁ ତା’ର ଉଦ୍ଦେଶ୍ୟ ଧାରା ୩୭୦ ହଟାଇବା ଥିଲା।" ସେ କହିଛନ୍ତି, "ବଙ୍ଗଳାରେ ରାଜ୍ୟ ପ୍ରାୟୋଜିତ ଅନୁପ୍ରବେଶ ହୋଇଛି ଏବଂ ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଉଛି ୨୦୨୬ ରେ ନିର୍ବାଚନରେ ବିଜେପିକୁ ବାଛନ୍ତୁ। ରବୀନ୍ଦ୍ର ସଂଗୀତ ବଦଳରେ ଆଜି ବଙ୍ଗଳାରେ ବୋମା ଶବ୍ଦ ଶୁଣିବାକୁ ମିଳୁଛି।"

ଶାହ କହିଛନ୍ତି, ଯେତେବେଳେ ସୀମାରେ ଯିବା ଆସିବା କୌଣସି ଆଇନଗତ ଭାବରେ ନାହିଁ, ସେତେବେଳେ ବେଆଇନ ଅନୁପ୍ରବେଶ ବଢେ।ତାହା ବଙ୍ଗଳା ସହ ଦେଶର ଶାନ୍ତିକୁ କ୍ଷତି ପହଁଞ୍ଚାଉଛି।ମୁଁ ବଙ୍ଗଳାର ଜନତାଙ୍କୁ କହିବାକୁ ଚାହଁଛି ଆପଣମାନେ ୨୦୨୬ ରେ ପରିବର୍ତ୍ତନ ଆଣନ୍ତୁ। ଆମେ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ରୋକିକି ନିଶ୍ବାସ ନେବ। ବଙ୍ଗଳା ସେତେବେଳେ ଶାନ୍ତ ହେବ ଯେତେବେଳ ଅନୁପ୍ରବେଶକାରୀ ହ୍ରାସ ପାଇବେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.