ପ୍ରମୂଖ ଖବର
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଜୁଆ ଆଡ୍ଡାରେ ଚଢାଉ : କାର, ବାଇକ ଜବତ ଓ ୬ ଗିରଫ

Published By : Suraj Ku Rath | May 17, 2025 6:16 PM

ଅତାବିରା ,୧୭/୫ :  ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି କେନପାଲି ଅଞ୍ଚଳରେ ଜୁଆ ଆଡ୍ଡାରେ ପୋଲିସ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି। ଏଥିସହ କାର , ବାଇକ ଓ ମୋବାଇଲ, ନଗଦ ଟଙ୍କା ଜବତ କରିଛି।

ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି କେନପାଲି ଅଞ୍ଚଳରେ ପ୍ଲେୟିଙ୍ଗ କାର୍ଡ ମାଧ୍ୟମରେ ଜୁଆଖେଳ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ପୋଲିସ ପକ୍ଷରୁ ଚଢ଼ାଉ କରିଥିଲା। ୬ ଜଣକୁ ଗିରଫ କରିବା ସହ ଗୋଟିଏ କାର,୧୦ ଟି ବାଇକ, ୪ ଗୋଟି ମୋବାଇଲ ଓ ନଗଦ ୧୬ ହଜାର ୪୦୦ ଟଙ୍କା ଓ ୪  ପ୍ୟାକେଟ ପ୍ଲେୟିଂ କାର୍ଡ(ତାସ) କୁ ଜବତ କରିଥିଲା। ଘଟଣାର  ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରକାଶ କୁମାର କର୍ଣଙ୍କ ସୂତ୍ରରୁ ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.