ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ବିମାନ ପରେ ହୋଟେଲକୁ ଟାର୍ଗେଟ, ତିରୁପତିର ୩ଟି ହୋଟେଲକୁ ବୋମା ଧମକ

ନୂଆଦିଲ୍ଲୀ,୨୫/୧୦:ବିମାନକୁ ବୋମା ଧମକ ପରେ ଏବେ ହୋଟେଲକୁ ଟାର୍ଗେଟ୍ । ଅନ୍ଧ୍ର ପ୍ରଦେଶର ତରୁପତିରେ ଥିବା ଅଧିକାଂଶ ହୋଟେଲକୁ ମିଳିଛି ବୋମା ଧମକ । କିଛି ହୋଟେଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ଜଣାପଡ଼ିଛି । ତେବେ ଏହି ମେସେଜରେ ଡ୍ରଗ୍ସ ତସ୍କର ସରଗନା ଜାଫାର ସାଦିକ୍ ନାମ ସାମ୍ନାକୁ ଆସିଛି । ଯାହାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ସେପେଟ ତିରୁପତିର ହୋଟେଲକୁ ବୋମା ଧମକ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାର୍ଯ୍ୟରେ ଛାନଭିନ କରିଛି। ହେଲେ ହୋଟେଲରୁ  କୌଣସି ପ୍ରକାର ବିସ୍ଫୋରକ ପଦାର୍ଥ ମିଳିନଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଛି। 

ତେବେ ତିରୁପତିରେ ପ୍ରଭୁ ବାଲାଜୀ ବିଶ୍ବନାଥ ମନ୍ଦିର ରହିଛି । ମହାପ୍ରଭୁ ବାଲାଜୀଙ୍କୁ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ତେଣୁ ତିରୁପତିରେ ହୋଟେଲ ଶିଳ୍ପର ଭଲ ବ୍ୟବସାୟ ହୋଇଥାଏ । ଏହାକୁ ନଜରରେ ରଖି କେହି ମିଛି ବୋମା ବିସ୍ଫୋରଣ ଧମକ ଦେଇଥିଲେ ବୋଲି ପୋଲିସ ଅନୁମାନ କରୁଛି । ସେହପରି ତିରୁପତିର ଲୀଳାମହଲ, କପିଳତୀର୍ଥମ୍ ଏବଂ ଅଲିପିରୀ ନିକଟରେ ଥିବା ତିନୋଟି ଘରୋଇ ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଏଥିରେ ହୋଟେଲକୁ ବିସ୍ଫୋର କରି ଉଡ଼ାଇ ଦେବାକୁ ଲେଖାଯାଇଛି । ସେହିପରି ଏହି ଇ-ମେଲରେ ଡ୍ରଗ୍ସ ତସ୍କର ସରଗନା ଜାଫାର ସାଦିକ୍ ନାଁ ମଧ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.