ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଘୋଷଣା କରାଯାଉ ନୂଆ ସଭାପତିଙ୍କ ନାମ, କର୍ମୀଙ୍କ ଠାରୁ ନେତା କରିଛନ୍ତି ଅପେକ୍ଷା

Published By : Prameya | January 24, 2025 2:25 PM

କଟକ, ୨୪/୦୧ : ରାଜ୍ୟ କଂଗ୍ରେସ ମୁଖିଆ ଘୋଷଣାକୁ ନେଇ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ପିସିସି ସଭାପତି ନାମ ଘୋଷଣାରେ ହେଲାଣି ବିଳମ୍ବ। ଯାହାକୁ ବି ସଭାପତି କରିବାର ଅଛି ଜଲଦି ନାମ ଘୋଷଣା କରାଯାଉ। ନାମକୁ ନେଇ କର୍ମୀଙ୍କ ଠାରୁ ନେତା ଅପେକ୍ଷା କରିଛନ୍ତି। ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ମୋର ସମର୍ଥନ ରହିବ। ଖୁବ୍‌ଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା କରାଗଲେ ଦଳ ମଜବୁତ୍ ହେବ। ଏହା ସହ ସରକାରଙ୍କ ଉପରେ ଚାପ ପକାଇ ହେବ ବୋଲି କହିଛନ୍ତି ସୋଫିଆ।

ଏହି ଖବରଟିକୁ ପଢନ୍ତୁ-ବାରବାଟୀ ଷ୍ଟାଡିୟମରେ ସ୍ଥିତି ପରଖିଲେ CP-DCP, ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଜୋର୍

ସୂଚନାନୁଯାୟୀ, ୫ ମାସରୁ ଅଧିକ ସମୟ ହେଲାଣି ଖାଲି ପଡିଛି ପିସିସି ପଦ। ଗତ ନିର୍ବାଚନ ପରେ ପରେ ପିସିସି ଭଙ୍ଗ ହୋଇଥିବା ବେଳେ ତାହା ଏପର୍ଯ୍ୟନ୍ତ ପୁନଃଗଠନ ହୋଇପାରିନାହିଁ । ତେବେ ଚଳିତ ମାସରେ ପିସିସି ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ଦଳୀୟ ନେତା କହୁଛନ୍ତି। ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, AICCର ବରିଷ୍ଠ ସଦସ୍ୟ ଭକ୍ତ ଚରଣ ଦାଶ, ଉପକୂଳ ଓଡିଶାର ଟାଣୁଆ ସଂଗଠକ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ପଦ ପାଇଁ ରେସରେ ରହିଛି । ନଭେମ୍ବରରେ AICC ପକ୍ଷରୁ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଓଡ଼ିଶା ପଠାଇଥିଲା। ସେମାନେ ଭୁବନେଶ୍ୱର ଆସି ପରବର୍ତ୍ତୀ ମୁଖିଆଙ୍କୁ ନେଇ ଦିନତମାମ ମାନସ ମନ୍ଥନ କରି ଚୂଡାନ୍ତ ରିପୋର୍ଟ AICCକୁ ଦେଇସାରିଛନ୍ତି। ଏବେ AICC ଘୋଷଣାକୁ ଅପେକ୍ଷା ରହିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.