ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ନାବାଳିକାଙ୍କୁ ଘରେ ପଶି ହତ୍ୟା କରିବା ଘଟଣା ; ଯୁବକ ଗିରଫ

Published By : Prameya | May 2, 2025 9:06 PM

ବ୍ରହ୍ମପୁର,୨/୫ :  ଗୋପାଳପୁର ଥାନା ନୂଆ କରପଲ୍ଲୀ ଗାଁରେ ଜନୈକ ନାବାଳିକାଙ୍କୁ ଘର ଭିତରେ ପଶି ହତ୍ୟା କରିବା ଘଟଣାରେ ଜନୈକ ଯୁବକଙ୍କୁ ଗିରଫ କରିଲା ଗୋପାଳପୁର ପୁଲିସ । ଗିରଫ ଯୁବକ ଜଣକ ହେଲେ ମୁନ୍ନା ଖାଁ । ହତ୍ୟାକାଣ୍ଡରେ ବ୍ୟବହୃତ ସରଞ୍ଜାମ ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.