ପ୍ରମୂଖ ଖବର
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ମାଧୁରୀ ଦୀକ୍ଷିତଙ୍କ ପୁଅ ଅରିନ ହେଲେ ଗ୍ରାଜୁଏଟ୍‌ , ରାମ ନେନେ ସେୟାର କଲେ ସ୍ୱତନ୍ତ୍ର ଫଟୋ

Published By : Prameya | May 18, 2025 9:11 PM

ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଓ ରାମ ନେନେଙ୍କ ପୁଅ ଅରିନ ଏବେ ଗ୍ରାଜୁଏଟ ହୋଇଛନ୍ତି। ଅରିନ ଆମେରିକାର   ୟୁନିଭର୍ସିଟି ଅଫ୍‌ ସାଉଦର୍ନ କ୍ୟାଲିଫର୍ଣ୍ଣିଆ , ଲସ୍‌ ଏଞ୍ଜେଲ୍ସରୁ ଡିଗ୍ରୀ ପ୍ରାପ୍ତ କରିଛନ୍ତି ଏବଂ ପୂରା ପରିବାର ତାଙ୍କର ଏହି ବିଶେଷ ଦିନକୁ ମିଶି ସେଲିବ୍ରେଟ୍‌ କରିଛନ୍ତି। ରାମ ନେନେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଚେହେରାରେ ଖୁସି ସ୍ପଷ୍ଟ ନଜର ଆସୁଛି। ଏହି ସବୁ ଫଟୋରେ ଅରିନ, ମାଧୁରୀ ଓ ଡାକ୍ତର ନେନେ କଲେଜର ୨ୟ ପିଲାଙ୍କ ସହ ନଜର ଆସୁଛନ୍ତି। ପିତାମାତାଙ୍କ ପାଇଁ ନିଶ୍ଚୟ ଏହା ଏକ ଗର୍ବର କ୍ଷଣ। 

ମାଧୁରୀଙ୍କ ପୁଅ ଅରିନ କଲେ ଗ୍ରାଜୁଏସନ – 

ଡାକ୍ତର ରାମ ନେନେ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି " ଗୋଟିଏ ସପ୍ତାହରେ ଅନେକ କିଛି। ପ୍ରତି କ୍ଷଣ ବହୁତ ସ୍ପେଶାଲ ଥିଲା ଏବଂ ମୋତେ ଅରିନ ଓ ତାଙ୍କର ସବୁ କ୍ଲାସମେଟ୍ସଙ୍କ ଉପରେ ବହୁତ ଗର୍ବ ଏବଂ ସବୁଠୁ ଖାସ୍‌ କଥା ଏମଡି (ମାଧୁରୀ) ନିଜର ବାର୍ଥଡେ ଅରିନଙ୍କ ଗ୍ରାଜୁଏସନ ସହ ପାଳିଛନ୍ତି ! ଉଭୟଙ୍କ ପାଇଁ ଏହା ଠାରୁ ଭଲ ଉପହାର କଣ ହୋଇ ପାରିଥାନ୍ତା। ” 

ଫଟୋରେ ଅରିନ ଗ୍ରାଜୁଏସନ ପୋଷାକ ପିନ୍ଧିବାର ଡିଗ୍ରୀ ଦେଖାଇବା ନଜର ଆସୁଛନ୍ତି। ଏକ ଫଟୋରେ ଡାକ୍ତର ରାମ ନେନେ ଓ ମାଧୁରୀ ଅଡିୟାନ୍ସର ବସି ସେଲଫି ନେବାର ଦେଖିବାକୁ ମିଳି ଥିଲା। ଶେଷ ଫଟୋରେ ପୂରା ପରିବାର ଅରିନ ଓ ତାଙ୍କର ବନ୍ଧୁଙ୍କ ସହ ହସୁ ଥିବାର ନଜର ଆସିଥିଲା। ସୋସିଆଲ ମିଡ଼ିଆରେ ଏହି ପୋଷ୍ଟକୁ ଖୁବ୍‌ ଭଲ ପାଇବା ମିଳିଛି। ଜଣେ ଫ୍ୟାନ୍‌ ଲେଖିଛନ୍ତି , କେତେ ସୁନ୍ଦର ଫଟୋ , ଜଣେ ୟୁଜର ଲେଖିଛନ୍ତି , ଅରିନଙ୍କୁ ଅନେକ ଅନେକ ଶୁଭ କାମନା। ଆଉ ଜଣେ ୟୁଜର ଲେଖିଛନ୍ତି , ମ୍ୟାମ୍‌ଙ୍କ ବାର୍ଥଡେ ଅରିନଙ୍କ ଗ୍ରାଜୁଏସନ ପାର୍ଟି ସହ ସେଲିବ୍ରେଟ୍‌ ହେବା ତ ଖୁବ୍‌ ସୁନ୍ଦର ମୂହୁର୍ତ୍ତ। 


କହି ରଖୁଛୁ କି, ନିକଟରେ ମାଧୁରୀ ଦିକ୍ଷିତ ନିଜର ୫୮ତମ ବାର୍ଥଡେ ପାଳିଛନ୍ତି। ଏହି ଅବସରରେ ଡାକ୍ତର ନେନେ ଇନଷ୍ଟାଗ୍ରାମ୍‌ରେ ଫ୍ୟାମିଲି ଫଟୋ ସେୟାର କରି ଥିଲେ, ଯେଉଁଥିରେ ତାଙ୍କର ପୂରା ପରିବାର ସାଥିରେ ପୋଜ୍‌ ଦେଉଛନ୍ତି। ମାଧୁରୀଙ୍କୁ ତାଙ୍କର ଜନ୍ମ ଦିନରେ ସାରା ବିଶ୍ୱରୁ ଶୁଭେଚ୍ଛା ମିଳିଛି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.