କେନ୍ଦୁଝର ସଦର, ୭/୨(ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁସୁମିତା ଗ୍ରାମର ବିପ୍ଳବୀ ଧରଣୀଧରଙ୍କ ଜନ୍ମ ସ୍ଥାନକୁ ଆଜି କେନ୍ଦୁଝର ଜିଲ୍ଲା ଜିଲ୍ଲାପାଳ ବିଶାଲ ସିଂ ଗସ୍ତ କରି ବିପ୍ଳବୀଙ୍କ ବଂଶଧରଙ୍କ ସହିତ ଭାବ ବିନିମୟ କରିୂବା ସହ ବିଭିନ୍ନ କଥା ଆଲୋଚନା କରିଛନ୍ତି। ଜିଲ୍ଲାପାଳ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଗ୍ରାମବାସୀଙ୍କ ସହ ବିପ୍ଳବୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଏବଂ ଗ୍ରାମର ଉନ୍ନୟନ ମୂଳକ ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିବା ଜଣାପଡିଛି।

କେରଳ ବିଜେପିର ମଙ୍ଗ ଧରିଲେ ରାଜୀବ ଚନ୍ଦ୍ରଶେଖର