କେନ୍ଦୁଝର ସଦର,୨୨/୬ : ଓଡ଼ିଶା ବାସୀଙ୍କ ସର୍ବାଧିକ ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ ଓ ପୂଜାର୍ଚ୍ଚନା କଲା କେନ୍ଦୁଝର ବିଜେଡି । ଆଜି ଜିଲ୍ଲା ମହକୁମାସ୍ଥିତ ଦୁର୍ଗା ମନ୍ଦିରଠାରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ,୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ପୁର୍ବତନ ନଗରପାଳିକା ମୀନା ମାଝୀ,କାଉନସିଲର ମୁନା ସାହୁ, ହେମନ୍ତ ପତି, ଭଗବାନ ନାଏକ, ଦୟାନିଧି ପାତ୍ର, ଦମୟନ୍ତୀ ଦାସ, ବରିଷ୍ଟ ନେତା ରକ୍ଷାକର ସାହୁ, ତପନ ପାଣି,ଭାରତ ପାତ୍ର, ଗଦାଧର ପଟ୍ଟନାୟକ, କ୍ଷିରୋଦ ପରିଡ଼ା, ଯୁବ ନେତା ଦେବୁ ପଟ୍ଟାୟକ, ବାସୁଦେବ ଜେନା, ବିଘ୍ନ ରାଜ ସାହୁ, ମୁନା ପାଣି,ଆଶିଷ ଆଚାର୍ଯ୍ୟ, ବୁବୁ ସିନା, ରଞ୍ଜନ ବେହେରା, ଟିକିନା ବ୍ରହ୍ମ,ବାବି ପଟ୍ଟନାୟକ ,ସୁନିଲ ବାରିକ, ଶିବା ମୁଖି,ତାପସ ଦେହୁରୀ, ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡ଼ା, ଯୁବ ନେତା ଜଗଦିଶ ଆପଟ, ନରେନ୍ଦ୍ର ନାଏକ ମହିଳା ନେତ୍ରୀ ପୂନମ କୁମାରୀ, ଗୀତାଞ୍ଜଳି ପରିଡା ପ୍ରମୁଖ ଉପସ୍ଥିତ ରହି ଆସୁ ଆରୋଗ୍ୟ କାମନା କରିଛନ୍ତି।

ଛାତ୍ରସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କ୍ୟାମ୍ପସ୍ :୨୫...