ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଇପିଏଲ ପ୍ରସାରକ ନିକଟରେ ପ୍ରାୟୋଜକ ଭିଡ଼, ଜିଓ-ଷ୍ଟାର୍‌ ସହ ୨୦ ବଡ଼ କମ୍ପାନୀର ଚୁକ୍ତି

Published By : Prameya | March 13, 2025 12:09 PM

ମୁମ୍ବାଇ,୧୩/୦୩: ଜିଓ-ଷ୍ଟାର୍‌ ଏଥର ଆଇପିଏଲ୍‌ର ପ୍ରସାରଣ ଅଧିକାର  ଗ୍ରହଣ କରିଛି । ଫଳରେ ଷ୍ଟାର୍‌ ସ୍ପୋର୍ଟ୍ସ,  ସ୍ପୋର୍ଟ୍ସ-୧୮ ସମେତ ଓଟିଟି ପ୍ଲାଟ୍‌ଫର୍ମ  ଜିଓହଟଷ୍ଟାର୍‌ରେ ମ୍ୟାଚ୍‌ର ସିଧା ପ୍ରସାରଣ ହେବ । ମ୍ୟାଚ୍‌ ସମୟରେ ବିଜ୍ଞାପନ ପାଇଁ  ପ୍ରାୟୋଜକମାନେ ଏବେ ପ୍ରସାରଣ ଅଧିକାର  ହାସଲ କରିଥିବା ଜିଓ-ଷ୍ଟାର୍‌ ନିକଟରେ  ଭିଡ଼ ଜମାଇଛନ୍ତି । ଇତି ମଧ୍ୟରେ ପ୍ରସାରକ ସଂସ୍ଥା ୨୦ଟି ବଡ଼ କମ୍ପାନୀ ସହ ଚୁକ୍ତି କରିସାରିଛି । ମାଇଁ ସର୍କଲ ଇଲେଭେନ,  କାମ୍ପା ଏନର୍ଜି, ବିର୍ଲି ଓପସ, ପୋକରବାଜି,  ଏସବିଆଇ, ଫୋନପେ, ମ୍ୟୁଚୁଆଲ  ଫଣ୍ଡ ସହି ହେ, ଥମ୍ସ ଅପ୍‌, ଗୁଗୁଲ୍‌  ସର୍ଚ, ଆଲେନ ସୋଲି, ଜାକ୍ୱର, ଜିପେ,  କେଣ୍ଟ, କୁଲ, ଡ୍ରୀମ ଇଲେଭେନ, କାମ୍ପା,  ଜୟ କସମେଟିକ୍ସ, ଟିଭିଏସ୍‌, ଏସିଆନ  ପେଣ୍ଟ୍‌ସ, ଜୁପି, ଅମୁଲ ପ୍ରମୁଖ କମ୍ପାନୀ  ପ୍ରାୟୋଜକ ଭାବେ ଚୁକ୍ତି କରସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.