ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟର କିରାଣି, ପିଅନ
  • ||
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ରକ୍ଷା ବନ୍ଧନ ପାଳିଲେ ଜଗା-ସୁଭଦ୍ରା

Published By : Suraj Kumar | August 9, 2025 10:59 PM

ଫୁଲବାଣୀ,୯/୮ ; ସମସ୍ତଙ୍କ ଭଳି ରାଖୀ ପୂର୍ଣ୍ଣିମା ପାଳିଛନ୍ତି ଯୋଡାମୁଣ୍ଡ ଶିଶୁ ଜଗା ଓ ଭଉଣୀ ସୁଭଦ୍ରା। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଗା ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ ସୁଭଦ୍ରା ।  ରାକ୍ଷୀ ପିନ୍ଧେଇ ମିଠା ଖୁଆଇ ଥିଲା। ଭଉଣୀ ସୁଭଦ୍ରାକୁ ପୋଷାକ ଉପହାର ଦେଇଥିଲା ଜଗା। ପାଖରେ ଉପସ୍ଥିତ ଥିଲେ ବାପା ମା ଏବଂ ଡାକ୍ତରଖାନା କର୍ମଚାରୀ।

 ସୂଚନାଯୋଗ୍ୟ, ଜଗା ମୁଣ୍ଡର  ଶେଷ ଅସ୍ତ୍ରୋପଚାର ଦିଲ୍ଲୀ  ଏମ୍ସରେ ହେବା ବାକି ରହିଛି l ଏବେ ତାର ସ୍ୱାସ୍ଥ୍ୟ ଠିକ ରହିଥିବା ବେଳେ ପାଠ ପଡ଼ିବାକୁ ମନ ବଳାଉଛି ଜଗା। ଏଥିପାଇଁ ବ୍ୟବସ୍ଥା କରିବାକୁ ଗୁହାରୀ କରିଛନ୍ତି ଜଗାର ମା’ ପୁଷ୍ପାଞ୍ଜଳି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.