ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଥମ ସ୍ୱଦେଶୀ MRI ମେସିନ୍ ବିକଶିତ କଲା ଭାରତ, ଖୁବଶୀଘ୍ର ଏମ୍ସରେ ହେବ ଇନଷ୍ଟଲ

Published By : Ankita S | March 26, 2025 10:16 AM

ନୂଆଦିଲ୍ଲୀ,୨୬/୦୩: ଖୁସି ଖବର । ଏବେ ଶସ୍ତା ହେବ ଚିକିତ୍ସା । ପ୍ରଥମ ସ୍ୱଦେଶୀ ଏମଆରଆଇ ମେସିନ୍ ବିକଶିତ କରିଛି ଭାରତ  । ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦିଲ୍ଲୀ ଏମ୍ସରେ ଏହାକୁ ଇନଷ୍ଟଲ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏମଆରଆଇ ସ୍କାନିଂ ଖର୍ଚ୍ଚ ହ୍ରାସ କରିବା ସହ ବାହାରୁ ମେସିନ୍ ଆଣିବା ଉପରେ  କମ୍ ନିର୍ଭର କରିବା ।

ଅକ୍ଟୋବର ୩୧ ସୁଦ୍ଧା ଇନଷ୍ଟଲ- ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡା. ଏମ୍ ଶ୍ରୀନିବାସ କହିଛନ୍ତି, ଭାରତ ଏବଂ ପୋଷ୍ଟ ଅପରେଟିଭ ତଦାରଖ , ଆଇସିୟୁ,  ଏମଆରଆଇରେ ଅଧିକାଂଶ ଉପକରଣ ବାହାରୁ ଆମଦାନୀ ହେଉଛି । ଏହାକୁ ହ୍ରାସ କରିବାକୁ ଆତ୍ମନିର୍ଭର ଭାରତ ହେବାକୁ ଗୋଟିଏ ପାଦ ଆଗକୁ ପଦକ୍ଷେପ ନିଆଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ଇନଫ୍ରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଜରିଆରେ ସୋସାଇଟି ଫର ଏଲ୍ପାଇଡ ମାଇକ୍ରୋୱେବ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂ ଆଣ୍ଡ ରିସର୍ଜ (SAMEER) ସହ ବୁଝାମଣା ହୋଇଛି । ଭାରତ ଦ୍ବାରା ବିକଶିତ ପ୍ରଥମ ସ୍ୱଦେଶୀ ଏମଆରଆଇ ମେସିନକୁ ଅକ୍ଟୋବର ୩୧ ସୁଦ୍ଧା ଦିଲ୍ଲୀ ଏମ୍ସରେ ଲଗାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମଦାନୀ ନିର୍ଭରଶୀଳତା ଓ ଚିକିତ୍ସା ଖର୍ଚ୍ଚ ହ୍ରାସ କରିବା । ଚିକିତ୍ସା କ୍ଷେତ୍ରରେ ଅଧିକ ଆତ୍ମନିର୍ଭରଶୀଳ ହେବ ଭାରତ ।

ଏମ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୧.୫ ଟେସଲା ଏମଆରଆଇ ମେସିନ୍ ଆସନ୍ତା ୭ ମାସ ମଧ୍ୟରେ କିମ୍ବା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏହାକୁ ଇନଷ୍ଟଲ କରାଯିବ । ବର୍ତ୍ତମାନ ଦେଶରେ ପାଖାପାଖି ୮୦ରୁ ୮୫ ପ୍ରତିଶତ ଚିକିତ୍ସା ଉପକରଣ  ଆବଶ୍ୟକତା ପୂରଣ ହୋଇଛି । ଆର୍ଥିକ  ବର୍ଷ ୨୦୨୩-୨୪ରେ ଦେଶରେ ଚିକିତ୍ସା ଉପକରଣ ବିଲ୍ ୬୮,୮୮୬ କୋଟି ଯାଏଁ ପହଞ୍ତିଥିଲା । ଯାହା ଆର୍ଥିକ ବର୍ଷ ୨୦୨୩ରେ ୧୩ ପ୍ରତିଶତ ଅଧିକ ।

ଅଧିକ ପଢନ୍ତୁ...କେବଳ ଏ‌ଟିଏମ୍‌ ନୁହେଁ...ଚେକ୍‌ବୁକ୍‌ ଠାରୁ ନେଇ ଟ୍ରାଞ୍ଜାକ୍ସନ୍‌ ପର୍ଯ୍ୟନ୍ତ ଏମିତି ଆପଣଙ୍କ ପକେଟ ଖାଲି କରୁଛନ୍ତି ବ୍ୟାଙ୍କ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.