ବାରିପଦା, ୩୦/୬ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜ୍ରୁ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ସକାଳ ୮ଟାରେ ଗାଲୁଡିହି ବ୍ୟାରେଜ୍ରୁ ୫୪୦୭.୭୪ କ୍ୟୁସେକ୍ ବନ୍ୟାଜଳ ଛଡ଼ାଯାଇଛି। ସେହିପରି ଦିନ ୧୨ଟାରେ ୫୦୨୯.୯୨ କ୍ୟୁସେକ୍ ଜଳ ଛଡ଼ାଯାଇଥିବା ସୂଚନା ମିଳିଛି।

ପ୍ରଶାନ୍ତ କିଶୋରଙ୍କ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି,...