ପୁରୀ ୧୮/୦୩: ପଞ୍ଚଭୂତରେ ବିଲୀନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ। ପୁରୀ ସ୍ୱର୍ଗଦ୍ୱାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ। ମୁଖାଗ୍ନି ଦେଲେ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତିମ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯୋଗଗୁରୁ ରାମଦେବ ବାବା, ପୁରୀ ସଂସଦ ଡାକ୍ତର ସମ୍ବିତ ପାତ୍ର, ବହୁ ବରିଷ୍ଠ ନେତା। ଅନ୍ତିମ ସଂସ୍କାର ସମୟରେ ଦେବେନ୍ଦ୍ର ପ୍ରଧାନ ଅମର ରହେ ନାରାରେ କମ୍ପିଥିଲା ସ୍ୱର୍ଗଦ୍ୱାର।

Chandrababu Naidu: ଭାଷା ଆନ୍ଦୋଳନକୁ ନେଇ ପ୍ରଥମ ଥର...