ପ୍ରମୁଖ ଖବର
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ହାତ ଧରିଲେ କେନ୍ଦ୍ରପଡ଼ା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ସ୍ୱାଗତ କଲେ ପିସିସି ସଭାପତି

ଭୁବନେଶ୍ୱର ୧୮/୦୪: ବିଜେଡି ଛାଡ଼ି କଂଗ୍ରେସ ଯୋଗଦେଲେ କେନ୍ଦ୍ରପଡ଼ା ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । 

କଂଗ୍ରେସରେ ଯୋଗଦେବା ପରେ ସିପ୍ରା କହିଛନ୍ତି, ଏହା ମୋ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ନୂତନ ଆରମ୍ଭ । ମୁଁ ଆନନ୍ଦିତ ଏବଂ ଖୁସି । ମୋ ବାପା ଏହି ଦଳରେ ଥିଲେ ମୁଁ ମଧ୍ୟ ସେହି ଦଳକୁ ଫେରିଥିବାରୁ ମୁଁ ଅତ୍ୟନ୍ତ ଖୁସି । ଟିକେଟ୍ ପାଇଁ ମୁଁ କିଛି ଆଲୋଚନା କରିନାହିଁ । କିନ୍ତୁ କେନ୍ଦ୍ରାପଡାରୁ ନିର୍ବାଚନ ଲଢ଼ିବାକୁ ଆଶାବାଦୀ ରହିଛି । ଯଦି ଦଳ ମୋତେ ସୁଯୋଗ ଦେବ ମୁଁ ନିଶ୍ଚିନ୍ତ ନିର୍ବାଚନ ଲଢ଼ିବି । ନଚେତ ଯେଉଁ ଦାୟିତ୍ୱ ଦେବ ତାହା ମଧ୍ୟ ସୁଚାରୁ ରୂପରେ ତୁଲାଇବି ।

Also Read:-

ଶଙ୍ଖ ଶିବିରରେ ଅନୁଭବ ଆଉଟ୍, ବର୍ଷା ଇନ୍... ପ୍ରାର୍ଥୀ ହେବେ ନା କର୍ମୀ ହୋଇ ରହିବେ ?

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.