ଭୁବନେଶ୍ୱର ୦୨/୦୫: ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଘୋଷଣା ହୋଇଥିବା ଆସନ ମଧ୍ୟରେ କୋରେଇରୁ ଶ୍ରୀମତି ସଂଧ୍ୟାରାଣୀ ଦାଶ, ଖଣ୍ଡପଡ଼ାରୁ ଶ୍ରୀମତି ସାବିତ୍ରୀ ପ୍ରଧାନ, ନୀଳଗିରିରୁ ସୁକାନ୍ତ କୁମାର ନାୟକ ରହିଛନ୍ତି। ଦେବଗଡ଼ ଆସନରେ ବଦଳିଲା ପ୍ରାର୍ଥୀ। ଅରୁନ୍ଧତୀ କୁମାରୀ ଦେବୀଙ୍କ ସ୍ଥାନରେ ରେମାଞ୍ଚ ରଞ୍ଜନ ବିଶ୍ବାଳ ମିଳିଲା ଟିକେଟ।
ରଥଖଳା ହାଲ୍ଚାଲ୍..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ...