ଆଳି,୧୫/୦୭: ଗତ ପାଞ୍ଚ ଦିନ ହେବ ବନ୍ୟା ଘେରରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ପେତପଡା ପଞ୍ଚାୟତ। ବନ୍ୟା କମୁନଥିବା ବେଳେ ବନ୍ୟାଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି। ଗାଁରେ ଥିବା ନଳକୂଅଗୁଡ଼ିକ କେଉଁଠି ବନ୍ୟା ପାଣିରେ ବୁଡ଼ି ରହିଛି ତ ଆଉ କେଉଁଠି ଅଚଳ ଅବସ୍ଥାରେ ରହିଛି। ଯାହାଫଳରେ ସେମାନଙ୍କ ପାଇଁ ଏବେ କିଣା ପାଣି ଭରସା ପାଲଟିଛି। ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ପାନୀୟ ଜଳର କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଗ୍ରାମବାସୀ ଏବେ ବୋତଲ ପାଣି କିଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...