ପ୍ରମୂଖ ଖବର
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଗାଁ ପୋଖରୀରୁ ମଣିଷ ଖିଆ କୁମ୍ଭୀର ଉଦ୍ଧାର

Published By : Gurupada Nath | July 26, 2025 6:54 PM

କେନ୍ଦ୍ରାପଡ଼ା,୨୬/୭ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଏଣ୍ଡୁଳାପୁର ଗାଁରେ କୁମ୍ଭୀର ଆତଙ୍କ l ବାଡ଼ି ପୋଖରୀରୁ ୭ ଫୁଟ ଲମ୍ବର ଊର୍ଦ୍ଧ୍ବ ମାଈ କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ l

ସୂଚନା ଅନୁସାରେ, ଆଜି ସକାଳେ ଏଣ୍ଡୁଳାପୁର ଗ୍ରାମର ଦିବାକର ସେଠୀଙ୍କ ବାଡ଼ି ପୋଖରୀରେ ଏକ କୁମ୍ଭୀର ଭାସୁଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ l ବନ ରଖି ବିଜୟ ପାତ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜାଲ ସାହାଯ୍ୟରେ କୁମ୍ଭୀରକୁ ଉଦ୍ଧାର କରିଥିଲେ। ପରେ ଏହାକୁ ଭିତର କନିକା ସଂଲଗ୍ନ ହାବଲ କ୍ରିକରେ ନେଇ ଛାଡ଼ିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.