ପ୍ରମୂଖ ଖବର
  • ରିଆମାଳ : ଦୁର୍ଘଟଣା ଘଟଣା ବଦଳି ହେଲା ହତ୍ୟା, ଯୁବକ ଗିରଫ
  • ||
  • ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
  • ||
  • କନ୍ଧମାଳ : କାର୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଯାଜପୁର : ମାଟି ତଳେ ଚାପି ହୋଇ ପ୍ରାଣ ହରାଇଲା ୮ ବର୍ଷର ଶିଶୁକନ୍ୟା, ବାପା ଗୁରୁତର
  • ||
  • ବୌଦ୍ଧ : ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ; ୪ ଗିରଫ, ୨୩ କେଜି ଗଞ୍ଜେଇ ଜବତ
  • ||
  • ଜୟପୁର : ନ୍ୟୁ ବାସବୀ ଜୁଏଲାରି ମାଲିକଙ୍କ ମୃତ୍ୟୁ, ୨ ଦିନ ପୂର୍ବରୁ ହୋଇଥିଲା ଜିଏସ୍‌ଟି ରେଡ୍‌
  • ||
  • କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ଦିଗପହଣ୍ଡିରେ ଘର ଉପରକୁ ବୋମା ମାଡ଼, ଅଞ୍ଚଳବାସୀ ଭୟଭିତ
  • ||
  • ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ ନୀତି, କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ ଭକ୍ତ
  • ||
  • ଦାରିଙ୍ଗବାଡି : ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଗୁରୁତର
  • ||
  • ନୀଳଗିରି: ଖୋଲିଲା କୁଳଡିହା ଅଭୟାରଣ୍ୟ, ନେଚର୍ସକ୍ୟାମ୍ପରେ ପ୍ରକୃତିର ମଜା ନେଇପାରିବେ ପର୍ଯ୍ୟଟକ
  • ||
  • ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସେଲ୍‌ରେ ତୀବ୍ରତା ୩.୩ ରେକର୍ଡ
  • ||
  • ପଟ୍ଟାମୁଣ୍ଡାଇ : କଇଁଛ ବଂଶ ବିସ୍ତାର ପାଇଁ ବନ ବିଭାଗର ପଦକ୍ଷେପ, ସାତ ମାସ ପାଇଁ ସମୁଦ୍ରରେ ମାଛ ଧରା ବନ୍ଦ
  • ||
  • ଭୁବନେଶ୍ବର : ଦୀପାବଳିରେ ଅଗ୍ନିକାଣ୍ଡ; ଭୂତଳ ବଜାରର ଶାଢୀ ଦୋକାନରେ ଲାଗିଲା ନିଆଁ, ୬ ଘଣ୍ଟା ପରେ ହେଲା ଆୟତ୍ତ
  • ||
  • ନିଜ ଗାଁ ବନ୍ଦଣା ପର୍ବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; ଗାଁ ଧିଂ ମାନିରେ ସାମିଲ ହେଲେ, ମାଦଲ ବଜାଇଲେ
  • ||

କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା

କଟକ,୧୨/୧୦: କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାବାସୀଙ୍କ ଶୁଭମନାସୀ ଦୁର୍ଗା ମଣ୍ଡପ ଗୁଡିକରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରୁଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ପ୍ରାୟ ସମସ୍ତ ପୂଜା ମଣ୍ଡପ ବୁଲି ମା'ଙ୍କ ଆଶିଷ ନେଇ ରାଜ୍ୟବାସୀଙ୍କ ସୁଃଖ ଏବଂ ସମୃଦ୍ଧି ପାଇଁ କାମନା କରିଥିଲେ । ଶନିବାର କଟକର ସମସ୍ତ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି।  

ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ରାଇସୁଆଁରେ ଅବତରଣ କରିବା ପରେ ବାମ୍ଫାର ସାଇମନ୍ଦିର ଦୁର୍ଗାପୂଜା ମଣ୍ଡପ ଏବଂ ନିୟୁକଲୋନୀ ଦୁର୍ଗାପୂଜା ମଣ୍ଡପରେ ପୂଜା କରିବେ । ପରେ ଟେଲିଫୋନ୍‌ ଏକ୍ସଚେଞ୍ଜ୍ ଛକ ପୂଜା ଓ ଗୁଜୁରାଟୀ ସମାଜ ଦୁର୍ଗା ମଣ୍ଡପରେ ପୂଜା କରିବେ । ରବିବାର ନିଜ ଗ୍ରାମ ରାଇସୁଆଁ ଗସ୍ତ କରିବା ପରେ ଝୁମ୍ପୁରା ଦୁର୍ଗାପୂଜା, ସୁନାରୀପଶି, ଉଖୁଣ୍ଡା ପୂଜା ମଣ୍ଡପରେ ପହଞ୍ଚି ଦର୍ଶନ କରିବେ । ସୋମବାର ଦିନ ପଦ୍ମପୁର ଗସ୍ତକରିବା ପରେ ଅପରାହ୍ନରେ ଭୁବନେଶ୍ୱର ଫେରିଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦୁଝର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପ୍ରଥମଥର ଭାବେ ଜଣେ ମୁଖ୍ୟମନ୍ତ୍ରୀ ପୂଜାମଣ୍ଡପକୁ ଆସୁଥିବାରୁ କମିଟି କର୍ମକର୍ତ୍ତା ଉତ୍ସାହିତ ହୋଇପଡ଼ିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.