ବାଲେଶ୍ୱର, ୨୮/୦୭; ଚାନ୍ଦିପୁର ଡିଆରଡିଓ ଅଧୀନରେ ଥିବା ଅବଦୁଲ କଲାମ ଦ୍ଵୀପରୁ ସୋମବାର ପୂର୍ବାହ୍ଣ ୯ଟା ୩୫ରେ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ନେଭିକେସନ ସିଷ୍ଟମ, ହାଇ ଏକ୍ୟୁରେଶି ଗାଇଡେନ୍ସ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ କରାଯାଇ ପାରିବ । ଏହି ପରୀକ୍ଷଣ ବେଳେ ଡିଆରଡିଓର ଉଚ୍ଚପଦସ୍ଥ ଅଧିକାରୀ, ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ । ଏହି ପରୀକ୍ଷଣ ପ୍ରତିରକ୍ଷା ବିଭାଗର ଏକ ମାଇଲ ଖମ୍ବ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

ଖୁବଶୀଘ୍ର ବିଜେପି ରାଜ୍ୟ କମିଟି: ୧୦ ଉପସଭାପତି, ୪ ସା...