ନୂଆପଡା, ୯।୧୨ : ଗାଁରେ ପହଞ୍ଚିବାକୁ ଆଉ ଥିଲା ଶହେ ମିଟର ଦୂର। ଗାଁରେ ପହଞ୍ଚିବା ପୂର୍ବରୁ ବାଇକକୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। କକା ସହ ଦୁଇ ପୁତୁରାଙ୍କ ମୃତ୍ୟୁ ଘଟିଛି। ନୂଆପଡା କୋଶଲି ମହୋତ୍ସବ ଦେଖି ଫେରୁଥିବା ବେଳେ ଗାଁ ପାଖରେ ଅଘଟଣ ଘଟିଛି। ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓମାର ଅବଦୁଲ୍ଲାଙ୍କ ପ୍ରଶଂ...