ବ୍ରହ୍ମପୁର, ୭।୭ : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ନୂତନ ଅଧିକ୍ଷକ ହେଲେ ପ୍ରଫେସର ଦୁର୍ଗା ମାଧବ ଶତପଥୀ । ସେହିପରି ମେଡିକାଲ କଲେଜ ଡିନ ଭାବେ ପ୍ରଫେସର ଡାକ୍ତର ସୁଚିତ୍ରା ଦାଶଙ୍କୁ ଦାୟିତ୍ବ ଦିଆଯାଇଛି । ସୁଚିତ୍ରା ଦାଶ ପୂର୍ବରୁ ଏମକେସିଜି ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟି...