କୁଜଙ୍ଗ,୦୩/୦୮; ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଠାରୁ ପ୍ରାୟ ୧ କୋଟି ୯ ଲକ୍ଷ ସାଇବର୍ ଠକେଇ ହୋଇଥିବା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ କୁଜଙ୍ଗ ଅଞ୍ଚଳରେ ଆଜି ସକାଳୁ ତନାଘନା କରିଛି । ଏହି ଅଭିଯୋଗରେ ସମ୍ପୃକ୍ତି ଥିବା ସନ୍ଦେହରେ ୩ଜଣ ଯୁବକକୁ ଉଠାଇ ନେଇଛି । ମୁଖ୍ୟ ଅଭିଯୁକ୍ତ କୁଜଙ୍ଗ ଥାନା ଅନ୍ତର୍ଗତ ପାନପଲ୍ଲୀ ଗ୍ରାମର ଥିବା ବେଳେ ଅନ୍ୟ ୨ ଜଣ ବଳରାମପୁରର ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ କୁଜଙ୍ଗ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବ ବୋଲି ସ୍ଥାନୀୟ ପୁଲିସ ଠାରୁ ଜଣାପଡ଼ିଛି ।

କିଏ ହେବ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ? ମଙ୍ଗଳବ...