ପ୍ରମୂଖ ଖବର
  • ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ଜଣେ ଅଭିଯୁକ୍ତ ଗିରଫ
  • ||
  • ମୁନିଗୁଡ଼ା : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ନୀଳଗିରି : ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ରିଲ୍ସ କରି ଅଡୁଆରେ ଆଲବମ୍‌ କ୍ୱିନ୍‌, ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି ଜବତ
  • ||
  • ପାଟଣା : ୩ ଦଫା ଦାବି ନେଇ ମହିଳା କଣ୍ଡକ୍ଟରଙ୍କ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ ବସ୍ ସେବା ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଝାରସୁଗୁଡା : ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ଭୂକମ୍ପ ଝଟକାରେ ଥରିଲା ତ୍ରିପୁରା, ତୀବ୍ରତା ୩.୬ ରେକର୍ଡ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ତଦନ୍ତ ଆରମ୍ଭ, ୩ଟି ମାମଲାର ହେବ ତନାଘନା
  • ||
  • ବାରିପଦା: ଏନକ୍ଲୋଜରରୁ ମୁକ୍ତ ହେଲା 'ଜୀନତ୍', ଶିମିଳିପାଳର କୋର୍ ଏରିଆକୁ ଗଲା ବାଘୁଣୀ
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ଅପରାହ୍ଣ ୫ରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାର ସକାଳ ସାଢ଼େ ୧୦ଟାରେ ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭା ଶୀତ ଅଧିବେଶନ
  • ||
  • ଗଜପତିରେ ଅପରେସନ ଗ୍ରୀନ କ୍ଲିନ୍ ଜାରି, ୬ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସଂସଦର ଶୀତକାଳୀନ ଅଧିବେଶନ, ଡିସେମ୍ବର ୨୦ ଯାଏ ଚାଲିବ: ୱାକଫ ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌ ତାଲିକାଭୁକ୍ତ
  • ||
  • ଆସନ୍ତା ଦୁଇ ଦିନ ପରେ ଶୀତ କମିବ, ୧୫ ଡିଗ୍ରୀ ତଳେ ୧୮ଟି ସହରର ତାପମାତ୍ରା
  • ||
  • ଘନ କୁହୁଡ଼ି ସହ ଜାଡ଼ରେ ଥରୁଛି ସୁବର୍ଣ୍ଣପୁର, ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
  • ||

ଚର୍ଚ୍ଚରେ ସାକ୍ଷାତ ଦେଉଛନ୍ତି ସ୍ଵୟଂ ଯୀଶୁ, ଶୁଣୁଛନ୍ତି ଲୋକଙ୍କ ଗୁହାରୀ

ନୂଆଦିଲ୍ଲୀ, ୨୫/୧୧ : ଚର୍ଚ୍ଚକୁ ଗଲେ ସାକ୍ଷାତ ଦର୍ଶନ ଦେଉଛନ୍ତି ଯୀଶୁ। ଶୁଣୁଛନ୍ତି ଲୋକଙ୍କ ଗୁହାରୀ। ପ୍ରଶ୍ନ ପଚାରିଲେ ଦେଉଛନ୍ତି ଉତ୍ତର। ସମସ୍ୟାର କରୁଛନ୍ତି ସମାଧାନ। ସମସ୍ୟା ଜଣାଇବା ବେଳେ ଭାଷାଗତ ସମସ୍ୟା ବି ରହିବନି। ଆପଣ ଯେଉଁ ଭାଷାରେ ପ୍ରଶ୍ନ ପଚାରିବେ, ସେହି ଭାଷାରେ ଉତ୍ତର ଦେବେ ସ୍ଵୟଂ ଯୀଶୁଖ୍ରୀଷ୍ଟ। କୌଣସି ଚମତ୍କାରଠୁ କମ୍ ନୁହେଁ ଏ ଖବର। 

ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବହୁଳ ବ୍ୟବହାର ବଢିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି। ଏବେ ଧାର୍ମିକ ତଥା ଆଧ୍ୟାତ୍ମିକ କ୍ଷେତ୍ରରେ ବି AIର ବ୍ୟବହାର କରାଗଲାଣି। ସ୍ଵିଜରଲ୍ୟାଣ୍ଡ୍‌ର ଲୁସର୍ନ ସହରରେ ଥିବା ଏକ ଚର୍ଚ୍ଚରେ AIକୁ ନିଆରା ଉପାୟରେ ବ୍ୟବହାର କରାଯାଇଛି। ଏଠାରେ AI ବେସ୍‌ଡ୍ କନଫେସନ ବୁଥ୍ ଲଗାଯାଇଛି। ଯେଉଁଥିରେ ୩ଡି ଯୀଶୁଙ୍କର ଏକ ବଡ଼ ଇମେଜ୍ ଲଗାଯାଇଛି। ଏହି ଇମେଜ ଲୋକଙ୍କ ସମସ୍ୟା ଶୁଣୁଛି ଏବଂ ସମସ୍ୟାର ସମାଧାନ ପାଇଁ ଆଧ୍ୟାତ୍ମିକ ମାର୍ଗ ଦର୍ଶାଉଛି। ଏହାକୁ ‘ଡିଅସ୍ ଇନ୍ ମସିନା’ ନାମ ଦିଆଯାଇଛି। ଯାହାର ଅର୍ଥ ‘ମେସିନରେ ଈଶ୍ଵର’। ସ୍କ୍ରିନ୍‌ରେ ଯୀଶୁଖ୍ରୀଷ୍ଟଙ୍କର ଏକ ଆନିମେଟେଡ୍ ଫଟୋ ଲଗାଯାଇଛି। ଯାହାକି ପୁରାପୁରି ଜୀବନ୍ତ ଲାଗୁଛି। ଏହି ଏଆଇରେ ୧୦୦ରୁ ଉର୍ଦ୍ଧ୍ଵ ପ୍ରକାରର ଭାଷା ଉପଲବ୍ଧ ରହିଛି। ଏହି ଆନିମେଟେଡ୍ ଯୀଶୁଙ୍କ ସହ କଥା ହେବା ପୂର୍ବରୁ ଲୋକମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ସେୟାର କରିବା ନେଇ ଚେତାବନୀ ଦିଆଯାଉଛି। ଏହି ସର୍ତ୍ତରେ ରାଜି ଥିଲେ ବୁଥ୍ରେ ପ୍ରବେଶ କରିବା ପାଇଁ ଏକ ବଟନ ଦବାଇବାକୁ ପଡିବ। ଅନୁମତି ମିଳିବା ପରେ ଯୀଶୁଙ୍କ ସହ ଆପଣ ୧୦୦ ରୁ ଉର୍ଦ୍ଧ୍ଵ ଭାଷାରେ ସିଧାସଳଖ ଯୋଗାଯୋଗ କରିପାରିବେ। ତେବେ ଅନ୍ୟ ଧର୍ମର ବ୍ୟକ୍ତି ମଧ୍ୟ ଏହି ସ୍ଥାନକୁ ଯାଇପାରିବେ। ଏହି ଏଆଇକୁ ପ୍ରଶିକ୍ଷିତ କରିବା ପାଇଁ ବାଇବେଲ ଏବଂ ଅନ୍ୟ ଧର୍ମଗ୍ରନ୍ଥର ବ୍ୟବହାର କରାଯାଇଛି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.