ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ରାସ୍ତାରେ ପଡିଛି ଯୁବକଙ୍କ ମୃତ ଦେହ, ତଦନ୍ତ କରୁଛି ପୋଲିସ

Published By : Prameya | April 29, 2025 10:26 AM

ଚିକିଟି ୨୯/୦୪: ରାସ୍ତାରେ ପଡିଛି ଯୁବକଙ୍କ ମୃତ ଦେହ। ହତ୍ୟା କରାଯାଇଥିବା ସନ୍ଦେହ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଚିକିଟି ବାଳକୁମାରୀ ରାସ୍ତାରେ।

ସୂଚନା ଅନୁଯାୟୀ, ଚିକିଟି ବାଳକୁମାରୀ ରାସ୍ତାରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିରହିଛି । ଦୁର୍ଘଟଣା ନା ହତ୍ୟା ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ । ମୃତ ଯୁବକ ଜଣକ ହେଲେ ରାମପୁରର ବଳିଆ ଗୌଡ଼ । ବେକ କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.