ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦିଲ୍ଲୀରୁ ଶିମଲା ଯାଉଥିବା ବିମାନର ହେଲା ଜରୁରୀକାଳୀନ ଅବତରଣ, ଅଳ୍ପକେ ବର୍ତ୍ତିଲେ ହିମାଚଳ ଉପମୁଖ୍ୟମନ୍ତ୍ରୀ ଏବଂ ଡିଜିପି...

Published By : Prameya | March 24, 2025 5:48 PM

ନୂଆଦିଲ୍ଲୀ: ଦିଲ୍ଲୀରୁ ଶିମଲା ଯାତ୍ରା କରୁଥିବା ଆଲାଏନ୍ସ ଏୟାର ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏହି ବିମାନରେ ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଏବଂ ଡିଜିପି ଯାତ୍ରା କରୁଥିଲେ । ସୂଚନା ଅନୁଯାୟୀ, ସୋମବାର ସକାଳେ ଦିଲ୍ଲୀରୁ ସିମଲା ଯାଉଥିବା ଆଲାଏନ୍ସ ଏୟାରର ବିମାନ ନମ୍ବର 9I821ର ପାଇଲଟ୍ ସିମଲା ବିମାନବନ୍ଦରରେ ଅବତରଣ ସମୟରେ ବିମାନର ବ୍ରେକରେ ଯାନ୍ତ୍ରିକ ତ୍ରୁଟି ବିଷୟରେ ଜଣାଇଥିଲେ। ବିମାନରେ ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଏବଂ ଡିଜିପି ଡକ୍ଟର ଅତୁଲ ବର୍ମାଙ୍କ ସମେତ ୪୪ ଜଣ ଯାତ୍ରୀ ଥିଲେ।

ଏହି ଘଟଣା ସମ୍ପର୍କରେ ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ,"ଆଜି ସକାଳେ ଆମେ ବିମାନ ଯୋଗେ ସିମଲାରେ ପହଞ୍ଚିଥିଲୁ। ବିମାନର ଅବତରଣରେ କିଛି ସମସ୍ୟା ହୋଇଥିଲା । ମୋର କୌଣସି ବୈଷୟିକ ଜ୍ଞାନ ନାହିଁ । କିନ୍ତୁ ମୁଁ ଜଣେ ସାଧାରଣ ଲୋକ ଭାବରେ କହିପାରିବି ଯେ ଯେତେବେଳେ ବିମାନଟି ଅବତରଣ କରିବାକୁ ଯାଉଥିଲା, ସେତେବେଳେ ଏହା ସଠିକ୍ ସ୍ଥାନରେ ଅବତରଣ କରିପାରିନଥିଲା । ଏହା ସଠିକ୍ ସ୍ଥାନରେ ଅଟକି ପାରିନଥିଲା ଏବଂ ରନୱେ ଶେଷ ହୋଇଥିବା ସ୍ଥାନରେ ପହଞ୍ଚିଥିଲା । ବିମାନକୁ ଅଟକାଇବା ପାଇଁ ଶକ୍ତ ବ୍ରେକ୍ ଲଗାଯାଇଥିଲା । କିନ୍ତୁ ଏହା ସଠିକ୍ ଭାବରେ କାର୍ଯ୍ୟ କରି ପାରିନଥିବା ଅନୁମାନ ହୋଇଥିଲା। ତେବେ ଏଭଳି ଅସୁବିଧା ପାଇଁ ଆମକୁ ଆହୁରି ୨୦-୨୫ ମିନିଟ୍ ପାଇଁ ବିମାନରେ ରହିବାକୁ ପଡିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.